ବାୟୁସେନା ମୁଖ୍ୟଙ୍କୁ ସାକ୍ଷାତ କଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

ଡେସ୍କ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ବିବେକ ରାମ ଚୌଧୁରୀଙ୍କୁ ଢାକାସ୍ଥିତ ସଂସଦ ଭବନରେ ସାକ୍ଷାତ କରିଛନ୍ତି। ଶେଖ୍ ହସିନା କହିଛନ୍ତି ଯେ ଭାରତ ଓ ବାଂଲାଦେଶ ପଡ଼ୋଶୀ ହୋଇଥିବାରୁ ସେମାନଙ୍କ ମଧ୍ୟରେ ସହଯୋଗ ଜରୁରୀ। ରାଜ୍ୟରେ ଦାରିଦ୍ର୍ୟକୁ ମୁଖ୍ୟ ସମସ୍ୟା ବୋଲି ବର୍ଣ୍ଣନା କରି ଶେଖ ହସିନା କହିଛନ୍ତି ଯେ ଏହାକୁ ମୂଳରୁ ଦୂର କରିବା ପାଇଁ ସର୍ବାଧିକ ସମ୍ବଳ ଖର୍ଚ୍ଚ କରାଯାଉଛି। ବାଂଲାଦେଶରେ ବଙ୍ଗବନ୍ଧୁ ଶେଖ୍ … Continue reading ବାୟୁସେନା ମୁଖ୍ୟଙ୍କୁ ସାକ୍ଷାତ କଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା