ଢାକା: ଆସନ୍ତା ୨୦୨୬ ଏପ୍ରିଲ୍ରେ ବାଂଲାଦେଶରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଦେଶରେ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ୍ ୟୁନୁସ୍ ଶୁକ୍ରବାର ଘୋଷଣା କରିଛନ୍ତି। ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବାପରେ ବାଂଲାଦେଶରେ ଏବେ ଅନ୍ତରୀଣ ସରକାର ଶାସନ କାର୍ଯ୍ୟ ଚଳାଉଛି। ଅନ୍ତରୀଣ ସରକାର ଭାଙ୍ଗି ଦେଶରେ ତୁରନ୍ତ ନିର୍ବାଚନ କରାଇବା ଲାଗି ୟୁନୁସ୍ଙ୍କ ଉପରେ ସେନା ଓ ଜନତାଙ୍କ ପକ୍ଷରୁ ଚାପ ପଡ଼ିଆସୁଛି।
Popular Categories



