ଦୋକାନୀ ଓ ଗ୍ରାହକଙ୍କୁ ଗୁଳିମାଡ଼

ବଣାଇ: ଚାନ୍ଦିପୋଷ ଥାନା ତାମଡ଼ାରେ ୨ଜଣଙ୍କୁ ଗୁଳିମାଡ଼ ହୋଇଛି। ବାଇକରେ ଆସି ଦୁଇ ଜଣ ଦୁର୍ବୃତ୍ତ ଦୋକାନୀ ଓ ଗ୍ରାହକଙ୍କୁ ଗୁଳିମାଡ଼ କରିଥିବା ସୂଚନା ମିଳିଛି।

ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି। ବାଇକରେ ଆସିଥିବା ୨ ଦୁର୍ବୃତ୍ତ ଗୁଳିମାଡ଼ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି।

Comments are closed.