ଜମାତ-ଏ-ଇସଲାମି ଉପରେ ୫ ବର୍ଷ ପାଇଁ କଟକଣା ବୃଦ୍ଧି

ଡେସ୍କ: ଜମ୍ମୁ-କଶ୍ମୀରର ଜମାତ-ଏ-ଇସଲାମି ଉପରେ ଲାଗିଥିବା ନିଷେଧାଦେଶକୁ କେନ୍ଦ୍ର ସରକାର ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ୨୦୧୯ ଫେବ୍ରୁଆରି ୨୮ତାରିଖରେ ଏହି ଗ୍ରୁପକୁ ପ୍ରଥମେ ନିଷିଦ୍ଧ କରାଯାଇଥିଲା। ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି। ମାର୍ଚ୍ଚ ୧୧ରୁ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ଆୟୋଜନ କରିବ ଏନଟିଏ Related … Continue reading ଜମାତ-ଏ-ଇସଲାମି ଉପରେ ୫ ବର୍ଷ ପାଇଁ କଟକଣା ବୃଦ୍ଧି