ବାତ୍ୟା ‘ଦାନା’ ପ୍ରଭାବ; ବାଲେଶ୍ୱରରେ ଘରୋଇ ବସ୍‌ ଚଳାଚଳ ବନ୍ଦ

ବାଲେଶ୍ୱର : ବାତ୍ୟା ‘ଦାନା’ର ପ୍ରଭାବ ଆରମ୍ଭ ହୋଇ ସାରିଲାଣି । ବାତ୍ୟା ପାଇଁ ଗୁରୁବାର ବାଲେଶ୍ୱରରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି । ବାଲେଶ୍ୱରରୁ ଚନ୍ଦନେଶ୍ୱର ଓ ଭୁବନେଶ୍ୱରକୁ ବସ୍‌ ଚଳାଚଳ ବନ୍ଦ ରହିଛି । ବସ୍‌ ବନ୍ଦ ନେଇ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସୂଚନା ମିଳିଛି । Related Posts ବାଲେଶ୍ୱରରେ ବାତ୍ୟା ‘ଦାନା’ ପାଇଁ ଜିଲ୍ଲା… Oct 23, 2024 ଟ୍ରେନ୍‌ ଲାଇନ୍‌ ପାର୍‌ ହେଉଥିଲେ, ବୃଦ୍ଧାଙ୍କୁ… Oct … Continue reading ବାତ୍ୟା ‘ଦାନା’ ପ୍ରଭାବ; ବାଲେଶ୍ୱରରେ ଘରୋଇ ବସ୍‌ ଚଳାଚଳ ବନ୍ଦ