ମୁହଁରେ ଏସିଡ୍ ପକାଇ ଚିଙ୍ଗୁଡି ଘେରି ଶ୍ରମିକଙ୍କୁ ହତ୍ୟା ଅଭିଯୋଗ
ବାଲେଶ୍ୱର : ଚିଙ୍ଗୁଡି ଘେରି ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ନେଇ ଶନିବାର ଅଭିଯୋଗ ହୋଇଛି। ମୃତକ ହଳଦୀପଦା ଅଞ୍ଚଳର ଜଗବନ୍ଧୁ ସ୍ୱାଇଁ। ତାଙ୍କ ମୁହଁରେ ଏସିଡ୍ ପକାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଆଜି ଭୁବନେଶ୍ଵର ପାଳୁଛି ୭୬ତମ ପ୍ରତିଷ୍ଠା ଦିବସ ବିଲ ମଝିରୁ ମୃତଦେହ ଉଦ୍ଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି। ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ: ଜୟଦେବ ଭବନରେ ଫଟୋଚିତ୍ର ପ୍ରଦର୍ଶନ
Copy and paste this URL into your WordPress site to embed
Copy and paste this code into your site to embed