ବଜାଜ ଆଣିଲା ନୂଆ ଇ-ସ୍କୁଟର, ଚାର୍ଜ କଲେ ଯିବ ୧୩୬ କି.ମି.

ନୂଆଦିଲ୍ଲୀ : ବଜାଜ ଅଟୋ ନିଜ ଇଲେକ୍ଟ୍ରିକ୍ ଦୁଇ ଚକିଆ ପୋର୍ଟଫୋଲିଓରେ ସାମିଲ ଚେତକ ଇଲେକ୍ଟ୍ରିକ୍ ସ୍କୁଟରର ନୂଆ ଏଡିଶନ ନେଇଆସିଛି । କମ୍ପାନୀ ଏହାକୁ ଚେତକ ୩୨୦୧ ନାଁ ଦେଇଛି । କମ୍ପାନୀ ସୂଚନା ଅନୁସାରେ ଏହି ଇ-ସ୍କୁଟର ଥରେ ଚାର୍ଜ କଲେ ୧୩୬ କିଲୋମିଟର ଯାତ୍ରା କରିପାରିବ । ଏହାର ଏକ୍ସ-ଶୋରୁମ୍ ଦାମ୍ ୧.୩୦ ଲକ୍ଷ ଟଙ୍କା ନିର୍ଦ୍ଧାରିତ କରାଯାଇଛି । ଏହା ପ୍ରାରମ୍ଭିକ ଦାମ୍, ଯାହା ପରେ ୧.୪୦ ଲକ୍ଷ ଟଙ୍କା ହୋଇଯିବ … Continue reading ବଜାଜ ଆଣିଲା ନୂଆ ଇ-ସ୍କୁଟର, ଚାର୍ଜ କଲେ ଯିବ ୧୩୬ କି.ମି.