www.samajalive.in
Sunday, December 7, 2025
13.1 C
Bhubaneswar

ବାଗଚୀଙ୍କ କରୋନା ଟିପ୍ପ: ଏହି ୧୨ କଥାକୁ ଶୁଣନ୍ତୁ ନାହିଁ

ଭୁବନେଶ୍ବର (ବ୍ୟୁରୋ): ରାଜ୍ୟ ସରକାରଙ୍କ କୋବିଦ ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ରାଜ୍ୟବାସୀଙ୍କୁ ଦେଇଛନ୍ତି କରୋନା ପରାମର୍ଶ । ରାଜ୍ୟରେ କରୋନା ସଂକ୍ରମଣ, ଆରୋଗ୍ୟ, ରୋଗୀ ସଂଖ୍ୟା, ରୋଗୀଙ୍କ ପାଇଁ ପ୍ରସ୍ତୁତ ଡ଼ାକ୍ତରଖାନା ଓ ଶଯ୍ୟା ସଂଖ୍ୟା ସମ୍ପର୍କରେ ସୂଚନା ଦେବା ସହ ସେ ୧୨ଟି ଶୁଣାକଥାକୁ ନ ଶୁଣିବା ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଶୁଣାକଥାର କୌଣସି ଆଧାର ନାହିଁ । ତେଣୁ ଏପରି ଭ୍ରାନ୍ତ ଧାରଣାରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ସେ କହିଛନ୍ତି । ସେ ଯେଉଁ ପରାମର୍ଶ ଦେଇଛନ୍ତି ତାହା ନିମ୍ନରେ ଉଲ୍ଲେଖ କରାଗଲା ।

  •  ମଦ ପିଇଲେ କରୋନା ହେବ ନାହିଁ
  •  ରସୁଣ ଖାଇଲେ କରୋନା ହେବ ନାହିଁ
  •  ଛୁଆ ଓ ଯୁବକଙ୍କୁ କରୋନା ହେବ ନାହିଁ
  • ଆଣ୍ଟିବାୟୋଟିକ ଔଷଧ ଖାଇଲେ କରୋନା ହେବ ନାହିଁ
  • କ୍ଲୋରିନ ପାଣିରେ କୁଳୁକୁଞ୍ଚା କଲେ କରୋନା ହେବ ନାହିଁ
  • ମଶା କାମୁଡାରୁ ମଧ୍ୟ କରୋନା ସଂକ୍ରମିତ ହୋଇପାରେ
  • ଗରମ ପାଣିରେ ଗାଧୋଇଲେ କରୋନା ହେବ ନାହିଁ
  • କରୋନା ଥରେ ହେଲେ ଜୀବନ ସାରା ଗୋଡାଇବ
  •  କରୋନା ଭୂତାଣୁ  ୨୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ କରୋନା ଭାଇରସ ମରିଯିବ
  •  ନାକରେ ଲୁଣପାଣି ପୂରାଇଲେ କରୋନା ହେବ ନାହିଁ
  •  ପ୍ରଶ୍ୱାସ ନେଇ ୧୦ ସେକେଣ୍ଡ ସ୍ଥିର ରଖିପାରିଲେ କରୋନା ହୋଇନାହିଁ
  •  ପୋଷା କୁକୁର ଓ ବିଲେଇ, ଜୀବଜନ୍ତୁଙ୍କ ଠାରୁ କରୋନା ହୋଇପାରେ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories