QNETIC – Mobile

ମଧ୍ୟାହ୍ନ ଗୋଟାଏ ସୁଦ୍ଧା ମୁଖ୍ୟ ଖବର

- ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ : ସେପ୍ଟେମ୍ୱର ୮ରେ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା.... -କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗୁମିକିଆ ଗ୍ରାମ…
Read More...

ସୂର୍ଯ୍ୟ ଆଡ଼କୁ ଅଗ୍ରସର ହେଉଛି ‘ଆଦିତ୍ୟ ଏଲ୍‌୧’

ନୂଆଦିଲ୍ଲୀ: ପ୍ରତିକ୍ଷାର ଅନ୍ତ ଘଟାଇ ଇତିହାସ ରଚିଛି ଇସ୍ରୋ। ଇସ୍ରୋ ଇତିହାସରେ ଆଉ ଏକ ସଫଳତାର ଫର୍ଦ ଯୋଡ଼ିହୋଇଯାଇଛି। ଠିକ୍‌ ୧୧ଟା ୫୦ ମିନିଟ୍‌ରେ ଶ୍ରୀହରିକୋଟା ଦ୍ୱିତୀୟ ଲଞ୍ଚପ୍ୟାଡରୁ ଉତ୍‌କ୍ଷେପଣ ହୋଇଛି…
Read More...

ଠକେଇ ମାମଲା : ଜେଟ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ ଗିରଫ

ମୁମ୍ୱାଇ: ୫୩୮ କୋଟି ଟଙ୍କା ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜେଟ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଇଡ଼ି କାର୍ଯ୍ୟାଳୟରେ ଦୀର୍ଘ ସମୟ…
Read More...

ପୋଖରୀରେ ବୁଡ଼ି ୨ଶିଶୁ ମୃତ

କନ୍ଧମାଳ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗୁମିକିଆ ଗ୍ରାମ ପଞ୍ଚାୟତର ରାଣୀପଦର ଗାଁରେ  ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଶିଶୁ ଦୁଇଜଣ ହେଲେ ପିତସ ପ୍ରଧାନ ଓ ଲଳିତ…
Read More...

ମଧ୍ୟାହ୍ନ ଗୋଟାଏ ସୁଦ୍ଧା ମୁଖ୍ୟ ଖବର

-ବିଜେଡ଼ିରୁ ବିଦାହେଲେ ଦିଗପହଣ୍ଡି ଜିଲା ପରିଷଦ ସଦସ୍ୟ ବିପିନ୍‌ ଚନ୍ଦ୍ର ପ୍ରଧାନ : ଦଳ ବିରୋଧୀ କାମ ପାଇଁ ବହିଷ୍କୃତ ହୋଇଥିବା ସୂଚନା ଦେଲେ ବିଜେଡ଼ି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ.... -କଟକରେ ମର୍ମନ୍ତୁଦ…
Read More...

କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ଘରେ ହତ୍ୟାକାଣ୍ଡ

ନୂଆଦିଲ୍ଲୀ :କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ଘରେ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ଗୁଳିମାଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ସାଙ୍ଗ ବିନୟ ଶ୍ରୀବାସ୍ତବଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ…
Read More...

ବିଜେଡିରୁ ବିପିନ ଚନ୍ଦ୍ର ପ୍ରଧାନ ବହିଷ୍କୃତ

ଗଞ୍ଜାମ : ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିପିନ ଚନ୍ଦ୍ର ପ୍ରଧାନ ବହିଷ୍କୃତ ହୋଇଥିବା ଜଣାପଡ଼ିଛି। ଦିଗପହଣ୍ଡି ଜିଲ୍ଲା ପରିଷଦ ସଦସ୍ୟ ବିପିନ ପ୍ରଧାନ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କଲେ ବିଜେଡି…
Read More...

ଦୁର୍ଘଟଣା : ଅଟୋ-ଟ୍ରକ୍‌ ମୁହାଁମୁହିଁ, ଜଣେ ମୃତ

କଟକ : ଏକ ଅଟୋ-ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, କଟକ ଜିଲା…
Read More...

ତାଳଚେର ବିଧାୟକଙ୍କ ଅଫିସ ନିକଟରେ ଟାଇମ ବୋମା

ଭୁୁବନେଶ୍ୱର: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଅଫିସ ନିକଟରେ ଟାଇମ ବୋମା ଥିବା ଜଣାପଡ଼ିଛି। ଆଜି ସକାଳୁ କର୍ମଚାରୀମାନେ ବୋମାକୁ ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋମାକୁ…
Read More...

‘ଏକ ଦେଶ- ଏକ ନିର୍ବାଚନ’ ପାଇଁ ଗଠନ ହେଲା କମିଟି

ନୂଆଦିଲ୍ଲୀ: ‘ଏକ ଦେଶ ଏକ ନିର୍ବାଚନ’ ପାଇଁ ଏକ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ଅଧ୍ୟକ୍ଷତା କରିବେ ବୋଲି ସୂଚନା ମିଳିଛି। ସରକାରଙ୍କ ପକ୍ଷରୁ ଆଜି ଏ ନେଇ…
Read More...

ସକାଳ ୧୦ଟା ମୁଖ୍ୟ ଖବର

-ତାଳଚେର ବିଧାୟକଙ୍କ ଅଫିସ ପରିସରରେ ବୋମା : ଘଟଣାସ୍ଥଳରେ ପୁଲିସ୍‌ର ଛାନ୍‌ଭିନ୍... -ଏକକ ନିର୍ବାଚନ ପାଇଁ କମିଟି ଗଠନ କଲେ କେନ୍ଦ୍ର ସରକାର : ଅଧ୍ୟକ୍ଷତା କରିବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ : ଆଜି…
Read More...

କମିଲା ଗ୍ୟାସ୍‌ ଦର : ଆଜି ଠାରୁ ଲାଗୁ

ନୂଆଦିଲ୍ଲୀ : ୧୯ କେଜି କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮ ଟଙ୍କା ହ୍ରାସ କରାଯାଇଥିବା ସୂଚନା ମିଳିଛି। ଏହା ସେପ୍ଟେମ୍ବର ପହିଲା ଅର୍ଥାତ ଆଜିଠାରୁ ଲାଗୁ ହେବ। କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮…
Read More...

ସମୁଦ୍ର ମଝିରେ ସନ୍ଦିଗ୍ଧ ଯୁବକ

ପାରାଦୀପ : ପାରାଦୀପ ଗଭୀର ସମୁଦ୍ରରେ ବୋଟ୍ ଉପରକୁ ଜଣେ ଅଜଣା ଯୁବକ ଉଠିଆସିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଚିଲିକା ମୁହାଣରୁ ୭୧ ମାଇଲ ଦୂର ସମୁଦ୍ର ଭିତରେ ସିଂହବାହିନୀ ବୋଟରେ ହଠାତ୍‌ ବୋଟକୁ ଉଠିଆସିବା ନେଇ…
Read More...

ମଣିପୁରରେ ପୁଣି ହିଂସା : ୫ ମୃତ, ୨୦ ଆହତ

ଇମ୍ଫାଲ : ମଣିପୁରରେ  କୁକି ଓ ମୈତୀ ସମ୍ପ୍ରଦାୟ ମଧ୍ୟରେ ଲଗାତର ଗୁଳିବିନିମୟ ଜାରି ରହିଛି । ଫଳରେ ୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ବିଷ୍ଣୁପୁର ଜିଲାର ଖୋଇରାଣ୍ଟକର…
Read More...

ନନ୍ଦନକାନନରେ ନୂଆ ଅତିଥି

ଭୁବନେଶ୍ବର: ନନ୍ଦନକାନନ ଚିଡିଆଖାନାକୁ ଏକ ଯୋଡା ଗୋଲ୍ଡେନ୍ ହ୍ୟାଣ୍ଡେଡ୍ ଟାମାରିନ୍ ଏବଂ ସ୍କ୍ବିରେଲ୍ ମଙ୍କି ଅଣାଯାଇଥିବା ଜଣାପଡ଼ିଛି। ଉଭୟ ପ୍ରଜାତିରୁ ଗୋଟିଏ ଲେଖାଏଁ ଯୋଡି ଚିଡିଆଖାନାରେ ଛଡାଯାଇଛି। ଉଭୟ ଗୋଲଡେନ୍…
Read More...

ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ ସ୍ଥଗିତ

ଗଞ୍ଜାମ: ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବାରୁ ଗଞ୍ଜାମ ଜିଲା ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ଗଞ୍ଜାମ ଜିଲାପାଳଙ୍କ ରିପୋର୍ଟ ଆାଧାରରେ…
Read More...

୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର : ସେପ୍ଟେମ୍ବର ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ୨୨ରୁ ବିଧାନସଭା ଆରମ୍ଭ ହୋଇ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ଏହାସହ ୩ ତାରିଖରେ ଅତିରିକ୍ତ…
Read More...

ଗୋଛପଡା ରାସ୍ତାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର

ଫୁଲବାଣୀ : କନ୍ଧମାଳ ଜିଲାର ମାଓଅଧ୍ୟୁଷିତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୋଛପଡା ରାସ୍ତାର ବିଭିନ୍ନ ସ୍ଥାନରେ ବୁଧବାର ରାତିରେ ମାଓ ପୋଷ୍ଟର ଲାଗିଥିବା ଦେଖିବକୁ ମିଳିଛି  । ସେହିପରି ଉକ୍ତ ରାସ୍ତାର ଘାଟି ସାହୀ, ମାଝୀ…
Read More...

ମଧ୍ୟାହ୍ନ ଗୋଟାଏ ସୁଦ୍ଧା ମୁଖ୍ୟ ଖବର

-ନୂଆଦିଲ୍ଲୀ : ବଢ଼ିବ ଭାରତୀୟ ନୌସେନାର ସାମର୍ଥ୍ୟ : ନୌସେନାରେ ସାମିଲ ହେବ ଯୁଦ୍ଧଜାହାଜ ମହେନ୍ଦ୍ରଗିରି... - ଉତ୍‌କେଲାକୁ ଉଡ଼ିଲା ବିମାନ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ... -ସପ୍ତାହକୁ…
Read More...

ଆସନ୍ତା ୨୧ରେ ବିଧାନସଭାର ବାଚସ୍ପତି ନିର୍ବାଚନ

ଭୁବନେଶ୍ବର: ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ବାଚସ୍ପତି ପଦ ଖାଲିପଡ଼ିଛି। ଆସନ୍ତା ୨୧ ତାରିଖରେ ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।  ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲ…
Read More...

ଗଣେଶ ପୂଜାକୁ ନେଇ ତୁମୁଳକାଣ୍ଡ : ଯୁବକଙ୍କୁ ଛୁରାମାଡ଼

କୋକସରା : ଗଣେଶ ପୂଜା କରିବାକୁ ନେଇ ତୁମୁଳ କାଣ୍ଡ। ଯୁବକଙ୍କ ଛୁରାମାଡ଼ରେ ଗ୍ରାମର ଅନ୍ୟ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ କୋକସରା ଡାକ୍ତରଖାନା ପରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର…
Read More...

ମଇଁଷି ଚରାଳିଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ରାଜପୁର ଗାଁର ଜଣେ ମଇଁଷି ଚରାଳିଙ୍କୁ କୁମ୍ଭୀର ଟାଣିନେଇଥିବା ସୂଚନା ମିଳିଛି। ମଇଁଷି ଚରାଳି ଜଣଙ୍କ ନାମ ଭାସ୍କର ରାଉତ(୫୦)। ସୂଚନା ଅନୁସାରେ, ଆଜି…
Read More...

ସ୍ବପ୍ନ ପୂରଣ ହେଲା : ଭୁବନେଶ୍ବରରୁ କଳାହାଣ୍ଡିକୁ ବିମାନ ସେବା ଆରମ୍ଭ

ଭୁବନେଶ୍ବର : ଭୁବନେଶ୍ୱରରୁ ଉତ୍‌କେଳା ଏୟାରପୋର୍ଟକୁ ଆଜି ଆରମ୍ଭ ହୋଇଛି ବିମାନ ସେବା। ସକାଳ ୯ଟା ୭ରେ ଦିଲ୍ଲୀରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଭାସୀ ମାଧ୍ୟମରେ ଏହାର…
Read More...

ବର୍ଷେ ମଧ୍ୟରେ ଆସିବ ଡେଙ୍ଗୁ ଟିକା

ନୂଆଦିଲ୍ଲୀ : ଏକ ବର୍ଷ ମଧ୍ୟରେ ଡେଙ୍ଗୁ ଟିକା ଆସିବ ବୋଲି ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ସାଇରସ ପୁନାୱାଲା ଘୋଷଣା କରିଛନ୍ତି। ଏ ନେଇ ସିରମ ଇନଷ୍ଟିଚ୍ୟୁଟ ଟିକା…
Read More...

ଗାଁ ଦାଣ୍ଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ଛେଳିଲେଣ୍ଡି ଗାଁରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତ ହତ୍ୟା କରି ଗାଁ ଦାଣ୍ଡରେ ପକାଇଦେଇ ପଳାଇଯାଇଥିବା ଜଣାପଡ଼ିଛି। ମୃତ ଯୁବକ ହେଲେ ଲେଣ୍ଡି ଗାଁର ରମେଶ ବାରିକ। ସୂଚନା…
Read More...

ସକାଳ ୧୦ଟା ମୁଖ୍ୟ ଖବର

-ପରଜଙ୍ଗ : ରାସ୍ତାରେ ଶୋଇଥିବା ଗୋରୁଙ୍କ ଉପରେ ମାଡ଼ିଗଲା ଟ୍ରକ୍; ୧୩ ମୃତ : ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଫେରାର... -ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ତାକୁଡ ଗାଁରେ ଅଘଟଣ: ଗାଁ ଦାଣ୍ଡରୁ ଯୁବକଙ୍କ ମୃତଦେହ…
Read More...

ଶ୍ରୀମନ୍ଦିରରେ ଆଜି ଗହ୍ମା ପୂର୍ଣ୍ଣିମା : ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ପୁରୀ : ଆଜି ଶ୍ରୀମନ୍ଦିରରେ ପାଳନ ହେବ ପବିତ୍ର ଗହ୍ମା ପୂର୍ଣ୍ଣିମା। ବଡ଼ ଭାଇ ବଳଭଦ୍ର, ମହାପ୍ରଭୁ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା। ଗତକାଲି ବିଷ୍ଟି ଯୋଗ ପଡିଥିବାରୁ ଶ୍ରୀମନ୍ଦିରରେ ଗହ୍ମା…
Read More...

ଦୁର୍ଘଟଣାରେ ୧୩ଜଣ ମହିଳା ଆହତ

ଦେବଗଡ଼ : ଦେବଗଡ଼ ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା ଘଟି ୧୩ ମହିଳା ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଜିଲା ବିଜେପି କାର୍ଯ୍ୟାଳୟରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବାବେଳେ ୪୯…
Read More...

ରାସ୍ତାରେ ଶୋଇଥିବା ଗୋରୁଙ୍କ ଉପରେ ମାଡ଼ିଗଲା ଟ୍ରକ୍; ୧୩ ମୃତ

ପରଜଙ୍ଗ : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ଗାଁ ନିକଟରେ ରାସ୍ତାଉପରେ ଶୋଇଥିବା ଗୋରୁଙ୍କ ଉପରେ ଟ୍ରକ୍‌ ମାଡ଼ିଯିବାରୁ ୧୩ ଗୋରୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।…
Read More...

ବିଦ୍ୟାଳୟର ପିଲାମାନଙ୍କ ସହିତ ରକ୍ଷାବନ୍ଧନ ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଦ୍ୟାଳୟର ପିଲାମାନଙ୍କ ସହିତ ରକ୍ଷା ବନ୍ଧନ ପର୍ବ ପାଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନେ ରାକ୍ଷୀ ବାନ୍ଧିଛନ୍ତି।…
Read More...

ମଧ୍ୟାହ୍ନ ୧୨ଟା ସୁଦ୍ଧା ମୁଖ୍ୟ ଖବର

-ବୌଦ୍ଧରେ ଅଭାବନୀୟ ଘଟଣା : ରାତ୍ର ଜଗୁଆଳୀକୁ ପିଟିପିଟି ହତ୍ୟା; ଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରି... -ବଢ଼ିଲା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ : ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ....…
Read More...

ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ରତନପୁର ଗ୍ରାମର ଏକ ବିଲରୁ ବୁଧବାର ସକାଳେ ପୁରୁଣା କଟକ ପୁଲିସ ନବ ଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ଆଜି ସକାଳୁ…
Read More...

ବଢ଼ିଲା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ : ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

କଟକ : ଜଣେ ଯୁବତୀଙ୍କୁ ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାମଲାରେ ତାଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ…
Read More...

ଅଗ୍ନିକାଣ୍ଡ : ୪ ମୃତ

ମହାରାଷ୍ଟ୍ର: ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୁଧବାର ସକାଳ ୫ଟାରେ ମହାରାଷ୍ଟ୍ରର ପୁଣେ ଜିଲାର ପିମ୍ପ୍ରି ଚିଞ୍ଚୱାଡର ପୂର୍ଣ୍ଣାନଗର ଅଞ୍ଚଳରେ ଏହି ଅଗ୍ନିକାଣ୍ଡ…
Read More...

ସକାଳ ୧୦ଟା ମୁଖ୍ୟ ଖବର

-ମଣିପୁରରେ ପୁଣି ହିଂସା : ୨ ମୃତ, ୭ ଆହତ, କୃଷକମାନେ ଚାଷ କରୁଥିବାବେଳେ ଆଖିବୁଜା ଗୁଳି ଚାଳନା .... -ହିମାଚଳ ପ୍ରଦେଶ : ରକ୍ଷା ବନ୍ଧନ ପାଇଁ ଏଚ୍‌ଆରଟିସି ବସରେ ଦିନସାରା ମାଗଣାରେ ଯାତ୍ରା କରିପାରିବେ…
Read More...

କଣ୍ଟେନରକୁ ପଛପଟୁ ପିଟିଲା ସ୍କର୍ପିଓ, ୭ ମୃତ

ବିହାର : ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୭ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଛିଡା ହୋଇଥିବା କଣ୍ଟେନରକୁ ପଛପଟୁ ଏକ ସ୍କର୍ପିଓ ପିଟିଦେଇଥିଲା। ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହେବା…
Read More...

ସମ୍ପତ୍ତି ପାଇଁ ଭାଇକୁ ହତ୍ୟା କଲା ଭାଇ

ନବରଙ୍ଗପୁର : ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ବୋବେଇ ଗାଁରେ ସମ୍ପତ୍ତି ପାଇଁ ଭାଇକୁ ହତ୍ୟା କରି ଜମିରେ ଭାଇ ପୋତି ଦେଇଥିବା ଜଣାପଡ଼ିଛି। ହତ୍ୟାର ୧୧ ଦିନ ପରେ ପୁଲିସ ମୃତଦେହ ଉଦ୍ଧାର କରିଛି। ପୁଲିସ ଏହି…
Read More...

ବ୍ୟବସାୟୀଙ୍କଠାରୁ ଅନ୍‌ଲାଇନରେ ୪ ଲକ୍ଷ ଠକେଇ ମାମଲା : ବିହାରରୁ ୩ ଠକ ଗିରଫ

କୋରାପୁଟ: କୋରାପୁଟ ସହରର ଜଣେ ବ୍ୟବସାୟୀଙ୍କଠାରୁ ଅନଲାଇନରେ ୪ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ୩ ଜଣ ବିହାରୀ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସେମାନଙ୍କଠାରୁ ନଗଦ ଦେଢ ଲକ୍ଷ ଟଙ୍କା, ୧୪ଟି ମୋବାଇଲ୍…
Read More...

ଆଜି ପବିତ୍ର ରକ୍ଷା ବନ୍ଧନ ; ଜାଣନ୍ତୁ କେଉଁ ସମୟରେ ଭାଇ ହାତରେ ପିନ୍ଧାଇବେ ରାକ୍ଷୀ

ଭୁବନେଶ୍ବର: ରକ୍ଷା ବନ୍ଧନ ହିନ୍ଦୁଙ୍କ ଏକ ପବିତ୍ର ପର୍ବ । ଭାଇର ହାତରେ ସ୍ନେହର ଡୋରୀ ବାନ୍ଧିଥାଏ ଭଉଣୀ। ଭାଇଟିଏ ଭଉଣୀକୁ ପ୍ରତିଶ୍ରୁତି ଦେଇଥାଏ ସବୁ ବିପଦ ଆପଦରୁ ତାକୁ ରକ୍ଷା କରିବାକୁ। ସେଥିପାଇଁ ଭଉଣୀ ଏହି…
Read More...

ମଣିପୁରରେ ପୁଣି ହିଂସା : ୨ ମୃତ, ୭ ଆହତ

ଗୌହାଟୀ: ବିଷ୍ଣୁପୁର ଜିଲାର ସୀମାନ୍ତ ଅଞ୍ଚଳ ପୁଣି ଅଶାନ୍ତ ହୋଇଉଠିଛି। ନାରସେନା ସଂଲଗ୍ନ ଗ୍ରାମରେ ଗୁଳି ବିନିମୟରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି ବୋଲି ମଣିପୁର ପୁଲିସ ସୂଚନା ଦେଇଛନ୍ତି।…
Read More...

ସନ୍ଧ୍ୟା ୫ଟା ମୁଖ୍ୟ ଖବର

-କଟକ : ଅକ୍ଟୋବର ୧୫(ରବିବାର)ରେ ଓସିଏସ୍‌ ପ୍ରିଲିମିନାରୀ ପରୀକ୍ଷା; ଓପିଏସ୍‌ସି ପକ୍ଷରୁ ସୂଚନା..... -ତୋଷଖାନା ମାମଲା : ଜାମିନ ମିଳିବାର କିଛି ସମୟ ପରେ ପୁଣି ଗିରଫ ହେଲେ ପାକିସ୍ତାନର ପୂର୍ବତନ…
Read More...

ଶସ୍ତା ହେଲା ଘରୋଇ ଏଲପିଜି ଗ୍ୟାସ ଦର

ଭୁବନେଶ୍ବର : ଉଜ୍ଜ୍ୱଳା ଯୋଜନାରେ ଅନ୍ତର୍ଭୂକ୍ତ ଘରୋଇ ଗ୍ୟାସ ଦର ୨ଶହ ଟଙ୍କା ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ୧୪ କିଲୋ ୨ଶହ ଗ୍ରାମ ସିଲିଣ୍ଡର ଉପରେ ଏହି ରିଆତି ଲାଗୁହେବ। ପୂର୍ବରୁ ହିତାଧିକାରୀମାନେ ୨ଶହ…
Read More...

ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟୀଙ୍କ ଘରେ ଚଢ଼ାଉ

ବୌଦ୍ଧ : ବୌଦ୍ଧ ସହରସ୍ଥିତ ବଂଶଲ ଟ୍ରେଡସରେ ସମ୍ବଲପୁର ସିଟି ଜିଏସ୍‌ଟି ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ସୂଚନା ମିଳିଛି। ବ୍ୟବସାୟୀ ଶମ୍ଭୁପ୍ରସାଦ ଅଗ୍ରୱାଲଙ୍କ ବାସଭବନ, ଦୋକାନ ଏବଂ ଗୋଦାମ ଗୃହରେ ଚଢ଼ାଉ କରିଛି…
Read More...

ତୋଷଖାନା ମାମଲା : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜାମିନ୍‌

ଇସଲାମାବାଦ: ଇସଲାମାବାଦ ହାଇକୋର୍ଟ ସେସନ୍‌ କୋର୍ଟଙ୍କ ରାୟକୁ ସ୍ଥଗିତ ରଖି ତୋଷଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜାମିନ୍‌ ପ୍ରଦାନ କରାଯାଇଛି। ସୂଚନା ଅନୁସାରେ, ପୂର୍ବତନ…
Read More...

ଭାରତୀୟ କୁସ୍ତି ସଂଘ ନିର୍ବାଚନ ପ୍ରସଙ୍ଗ : ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଅଗଷ୍ଟ ୧୧ ତାରିଖରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ନିର୍ବାଚନ ଉପରେ ୨୮ ଅଗଷ୍ଟ ପର୍ଯ୍ୟନ୍ତ ରୋକ ଲଗାଇଥିଲେ। ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଏକ…
Read More...

ଓଡ଼ିଶା ଆସିବେ କେନ୍ଦ୍ର ନିର୍ବାଚନ ଆୟୋଗ

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ କେନ୍ଦ୍ର ନିର୍ବାଚନ ଆୟୋଗ ଏବଂ ଇସିଆଇ ଅଧିକାରୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ସମସ୍ତ ଜିଲାର ଜିଲାପାଳଙ୍କ ସହ ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା କରିବେ…
Read More...

ସିନ୍ଧେକେଲାରେ ଝାଡ଼ାବାନ୍ତି ଆତଙ୍କ

ବଲାଙ୍ଗୀର : ବଲାଙ୍ଗୀର ଜିଲା ସିନ୍ଧେକେଲାରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେବାପରେ ସମସ୍ତଙ୍କ ମନରେ ଛନକା ପଶିଛି। ଝାଡ଼ାବାନ୍ତିକୁ ନିୟନ୍ତ୍ରଣରେ ରଖିବାକୁ ଭୁବନେଶ୍ବରରୁ ସ୍ବତନ୍ତ୍ର ଡାକ୍ତରୀ ଦଳ ମଧ୍ୟ ସିନ୍ଧେକେଲାରେ…
Read More...

ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ

ଭୁବନେଶ୍ବର : ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୦.୪ ମିମି ରେକର୍ଡ କରାଯାଇଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ବିଶେଷ…
Read More...

ପାରିବାରିକ ବିବାଦ : ସାନ ଭାଇକୁ ହାଣିଲା ମଝିଆ ଭାଇ

ଗଞ୍ଜାମ : ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଢେଇବର ଗାଁରେ ପାରିବାରିକ ବିବାଦରୁ ମଝିଆ ଭାଇର ଆକ୍ରମଣରେ ସାନ ଭାଇର ଜୀବନ ଯାଇଛି। ମୃତକ ହେଲେ କାଳୁ ନାହାକ। ସୂଚନା ଅନୁସାରେ, ଜମିବାଡ଼ି ବିବାଦ ନେଇ ୨ ଭାଇଙ୍କ…
Read More...

ଠାକୁରଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ : ଆଜି ହେବ ନାହିଁ ନୀତିକାନ୍ତି

ଭୁବନେଶ୍ବର : ଆଜି ପବିତ୍ରାର୍ପଣ ଚତୁଦର୍ଶୀ। ଲିଙ୍ଗରାଜଙ୍କର ବଡ଼ସିଂହାର ବେଶ ହୋଇନାହିଁ। ନିୟମ ଅନୁସାରେ, ଆଜି ଠାକୁରଙ୍କ ପାଖରେ ପଇତା ଲାଗି ହେବା କଥା। ପଇତା ଲାଗି ନୀତିକୁ ନେଇ ବିବାଦ ଦେଖାଦେଇଛି। ଲିଙ୍ଗରାଜ…
Read More...

୧୧ଟା ମୁଖ୍ୟ ଖବର

ପୋଲସରା : ପାରିବାରିକ କଳହରୁ ଭାଇକୁ ହାଣିଦେଲା ଭାଇ, କବିସୂର୍ଯ୍ୟନଗର ଥାନା ଅଢ଼େଇବାର  ଗ୍ରାମରେ  ଅଘଟଣ .... - ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ତଳଗଡ଼ ଗାଁରେ ଅଘଟଣ : ବଗିଚାରେ କାମ କରିବାବେଳେ ଦମ୍ପତିଙ୍କୁ…
Read More...

ଦୁଇ କୋଟି ଲୁଟ ମାମଲା : ଅନ୍ୟ ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ରାଜଧାନୀରୁ ସିବିଆଇ ଅଧିକାରୀ କହି ୨ କୋଟି ଲୁଟ ମାମଲାରେ ଆଉ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ପଚରାଉଚୁରା ଜାରି ରଖିଛି। ଗତ ରବିବାର ନନ୍ଦନବିହାର ଘଟଣାର ପର୍ଦ୍ଦାଫାସ କରି ୧ କୋଟି ୨ ଲକ୍ଷ ଉଦ୍ଧାର…
Read More...

ଦମ୍ପତିଙ୍କୁ ଦଳି ଦେଲା ହାତୀ

ଅନୁଗୋଳ : ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ତଳଗଡ଼ ଗାଁରେ ଦମ୍ପତିଙ୍କୁ ଦନ୍ତା ଦଳି ଦେବାରୁ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାମ ସୁଲୋଚନା ବିଶ୍ୱାଳ। ସ୍ୱାମୀ…
Read More...

୩୧ ତାରିଖରୁ ପୁଣି ବର୍ଷା: ୨୩ଟି ଜିଲାକୁ ସତର୍କତା ଜାରି

ଭୁବନେଶ୍ୱର : ଆସନ୍ତା ୩୧ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବ ବୋଲି ଆକଳନ କରାଯାଇଛି। ସମ୍ଭାବ୍ୟ ବର୍ଷା ନେଇ ୨୩ଟି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର…
Read More...

ପ୍ରଫେସରଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା ଅଧ୍ୟାପିକା

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ସେହି ବିଭାଗର ଜଣେ ମହିଳା ଅଧ୍ୟାପିକା । ସୂଚନା ଅନୁସାରେ, ମହିଳା ଅଧ୍ୟାପିକାଙ୍କୁ…
Read More...

ଗାଈ ଚରାଳିଙ୍କୁ ହତ୍ୟା କଲା ଜମି ମାଲିକ

କନ୍ଧମାଳ : କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଖାରିଗୁଡ଼ା ଗାଁରେ ମକା ଫସଲ ଗୋରୁ ଖାଇଦେଲା ବୋଲି ଗାଈ ଚରାଳିଙ୍କୁ ଜମି ମାଲିକ ଗୁଳି କରି ହତ୍ୟା କରିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବ୍ରାହ୍ମଣୀ ଗାଁର ମାଦି…
Read More...

ପ୍ରତିବର୍ଷ ଅଗଷ୍ଟ ୨୩ରେ ପାଳିତ ହେବ ଜାତୀୟ ମହାକାଶ ଦିବସ

ବେଙ୍ଗାଲୁରୁ : ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ଭାରତ ପାଳନ କରିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚନ୍ଦ୍ରଯାନ -୩ର ସଫଳତା ଅବସରରେ ବେଙ୍ଗାଲୁରୁ ଇସ୍ରୋ ବୈଜ୍ଞାନିକଙ୍କୁ…
Read More...

ବାଇକ୍‌କୁ ପଛରୁ ପିଟିଲା ପିକ୍‌ଅପ : ୨ ଗୁରୁତର

ରାଉଲକେଲା : ରାଉରକେଲା ସେକ୍ଟର ତିନି ଛକ ନିକଟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବାଇକକୁ ପଛରୁ  ପିକଅପ ଧକ୍କା ଦେବାରୁ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ନିକଟସ୍ଥ…
Read More...

ଜଳିଗଲା ଟ୍ରେନ୍‌: ୯ ମୃତ, ୨୦ ଗୁରୁତର

ମଦୁରାଇ : ତାମିଲନାଡ଼ୁର ମଦୁରାଇ ଷ୍ଟେସନ ନିକଟରେ ଆଜି ଭୋର ସମୟରେ ଏକ ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୯ ଯାତ୍ରୀଙ୍କ ମୃତ୍ୟୁହୋଇଥିବାବେଳେ ୨୦ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, କିଛି ଯାତ୍ରୀ ଟ୍ରେନ୍‌ରେ…
Read More...

ସକାଳ ୧୦ଟା ମୁଖ୍ୟ ଖବର

-ପାଟଣା : ହୃଦ୍‌ଘାତରେ ଅବକାରୀ ଅଧିକାରୀଙ୍କ ମୃତ୍ୟୁ.... -ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା କଲା ଜମି ମାଲିକ... -ପାରଳାଖେମୁଣ୍ଡି : ପଥର ବ୍ଲାଷ୍ଟିଂ ବେଳେ ୨ ଶ୍ରମିକ ମୃତ.... -ମଦୁରାଇ ରେଳ ଷ୍ଟେସନ…
Read More...

ହୃଦ୍‌ଘାତରେ ଅବକାରୀ ଅଧିକାରୀଙ୍କ ମୃତ୍ୟୁ

ପାଟଣା: ପାଟଣା ଅବକାରୀ ଥାନାରେ କାର୍ଯ୍ୟରତ ଅବକାରୀ ଏଏସଆଇ ଅଖିଳ ଚନ୍ଦ୍ର ସର୍ଦ୍ଦାର(୪୨)ଙ୍କର ଗତ ରାତି ସାଢ଼େ ୧୦ଟା ସମୟରେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଅବିବାହିତ ଥିବା ଅଖିଳ…
Read More...

ପଥର ବ୍ଲାଷ୍ଟିଂ ବେଳେ ୨ ଶ୍ରମିକ ମୃତ

ପାରଳାଖେମୁଣ୍ଡି : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବନ୍ଧଗୁଡାଗାଁ ନିକଟରେ ଥିବା କ୍ରସରରେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଶ୍ରମିକ ହେଲେ ରମ୍ଭା ଥାନା ଝରଡ଼ି…
Read More...

ଲ୍ୟାଣ୍ଡରରୁ ରୋଭର ବାହାରୁଥିବା ସମୟର ଫଟୋ ଛାଡ଼ିଲା ଇସ୍ରୋ

ବେଙ୍ଗାଲୁରୁ : ଚନ୍ଦ୍ରଯାନ -୩ ଲ୍ୟାଣ୍ଡରରୁ ରୋଭର ବାହାରୁଥିବାରୁ ସଦ୍ୟତମ ଫଟୋ ଇସ୍ରୋ ପକ୍ଷରୁ ଛଡ଼ାଯାଇଛି। ରୋଭର ପ୍ରଜ୍ଞାନ ରାସାୟନିକ, ଖଣିଜ ପଦାର୍ଥ, ମାଟି ଓ ପଥର ସମ୍ପର୍କରେ କରୁଛି ଗବେଷଣା । ୧୪ ଦିନ ଲାଗି ୬…
Read More...

ମାଓବାଦୀ ହିଂସା : ବିଟ୍‌ ହାଉସ ଉଡ଼ାଇ ଦେଲେ

ନୂଆପଡ଼ା : ନୂଆପଡା ସଦର ଥାନା ଗୋଳାବନ୍ଧ ଗାଁରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଫରେଷ୍ଟ ବିଟ୍ ହାଉସକୁ ବୋମା ପକାଇ ଉଡାଇ ଦେବା ସହିତ ଏକ ଜେସିବିକୁ ନିଆଁ ଲଗାଇ…
Read More...

ରାଜ୍ୟରେ ବଢୁଛି ଡେଙ୍ଗୁ ସଂକ୍ରମଣ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲାରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଛି। ଏହି ଜିଲାରୁ ଏବେ ସୁଦ୍ଧା ୧୩୩୨ଜଣ ଡେଙ୍ଗୁରୋଗୀ…
Read More...

ସକାଳ ୧୦ଟା ମୁଖ୍ୟ ଖବର

-ନୂଆପଡ଼ା ଥାନା ଗୋଲବନ୍ଧ ଗାଁରେ ମାଓ ହିଂସା : ବିଟ୍‌ ହାଉସ ଉଡ଼ାଇଲେ ମାଓବାଦୀ..... -ତେଲେଙ୍ଗାନାରେ ଭୂକମ୍ପ: ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ରେକର୍ଡ କରାଯାଇଥିବା ସୂଚନା..... -ମାଲକାନଗିରି :…
Read More...

ନିର୍ବାଚନ ହିଂସା ଓ ମାଓ ଦମନ ପ୍ରସଙ୍ଗ : ଓଡିଶା ସମେତ ୪ ରାଜ୍ୟକୁ ନେଇ ସ୍ବତନ୍ତ୍ର ବୈଠକ

ମାଲକାନଗିରି : ଆଜି ଓଡିଶା ସମତେ ଆନ୍ଧ୍ର, ତେଲେଙ୍ଗନା, ଛତିଶଗଡ ଓ ମହରାଷ୍ଟ୍ର ରାଜ୍ୟକୁ ନେଇ ଏକ ସମୀକ୍ଷା ବୈଠକ ଛତିଶଗଡର ଜଗଦଲପୁରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫ଟି ରାଜ୍ୟର ପୁଲିସ ବିଭାଗର ବହୁ ମୁଖ୍ୟ ଓ ପୁଲିସ…
Read More...

ତେଲେଙ୍ଗାନାରେ ଭୂକମ୍ପ

ତେଲେଙ୍ଗାନା: ତେଲେଙ୍ଗାନାର ବାରଙ୍ଗଲ ଅଞ୍ଚଳରେ ବଡ଼ ଧରଣ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ରେକର୍ଡ କରାଯାଇଛି ବୋଲି ଭୂକମ୍ପ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି । ଏଥିରେ…
Read More...

ବିଜେପି ପକ୍ଷରୁ ୬ ଘଣ୍ଟିଆ ଯଶୀପୁର ବନ୍ଦ

କରଞ୍ଜିଆ: ବିଜେପି ପକ୍ଷରୁ ଆଜି ୬ ଘଣ୍ଟିଆ ଯଶୀପୁର ବନ୍ଦ ପାଳନ କରାଯାଉଛି। ସୂଚନା ଅନୁସାରେ ସକାଳ ୬ଟାରୁ ମଧ୍ୟାହ୍ଣ ୧୨ଘଟିକା ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଯଶିପୁର ବନ୍ଦ ଡାକରା ଦିଆଯାଇଛି । ଯଶିପୁରର ମୁଖ୍ୟ ବଜାର ଦେଇ…
Read More...

୧୭ଟି ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ୨୬ ତାରିଖରେ ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡିଶାର ୧୭ଟି ଜିଲାରେ ଘଡଘଡି ଓ ବିଜୁଳି ସହିତ ବର୍ଷା ହେବ । ୨୭ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର…
Read More...

ଗିରଫ ପରେ ଜାମିନ୍‌ରେ ଆସିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ

ୱାଶିଂଟନ: ଗିରଫ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ଫ ଜାମିନ୍‌ରେ ଆସିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ବଦଳାଇବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ତାଙ୍କୁ…
Read More...

ଭିଜିଲାନ୍ସ ଜାଲରେ ରାୟଗଡା ଡିଏଫଓ

ରାୟଗଡା: ଭିଜିଲାନ୍ସ ଜାଲରେ ରାୟଗଡ଼ା ବନଖଣ୍ଡ ଅଧିକାରୀ ଡ. ବିଜୟ କୁମାର ପରିଡ଼ା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଏଫଓଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି । ଭିଜିଲାନ୍ସ…
Read More...

ସାପ କାମୁଡ଼ାରେ ଯୁବକ ମୃତ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ କୁମ୍ଭାରଗୁଡା ଛକରେ ଥିବା ଅସ୍ଥାୟୀ କ୍ୟାମ୍ପରେ ସାପ କାମୁଡ଼ାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, କୁମ୍ଭାରଗୁଡା ଛକରେ ୱାଟର ସେଡ ତରଫରୁ…
Read More...

ମୁନିଗୁଡା ଅଞ୍ଚଳରେ ମାଓ ପୋଷ୍ଟର : ମନ୍ତ୍ରୀ ଓ ନେତାଙ୍କୁ ଲାଲବାହିନୀର ଚେତାବନୀ

ରାୟଗଡା : ରାୟଗଡା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକରେ ମାଓ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଏଥିରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସମେତ କିଛି ବିଜେଡି ନେତାଙ୍କୁ ଚେତାବନୀ…
Read More...

ଜଳିଗଲା ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କୋରାପୁଟ/ବୋରିଗୁମ୍ମା: ଗୁରୁବାର ସକାଳୁ ହାଇଦ୍ରାବାଦ ଠାରୁ ସିନାପାଲି ଯାଉଥିବା ଗୁପ୍ତା ବସରେ ବୋରିଗୁମ୍ମା ବସଷ୍ଟାଣ୍ଡ ନିକଟରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ସୌଭାଗ୍ୟବଶତଃ ଅଳ୍ପକେ ସମସ୍ତ ଯାତ୍ରୀ ସୁରକ୍ଷିତ…
Read More...

ମହଙ୍ଗା ପଡ଼ିଲା ମିଥ୍ୟା ସତ୍ୟପାଠ : ପଦ ହରାଇଲେ ଏକତାଳି ସରପଞ୍ଚ

ଢେଙ୍କାନାଳ: ମିଥ୍ୟା ସତ୍ୟପାଠ କରିଥିବାରୁ ସରପଞ୍ଚ ପଦ ହରାଇଛନ୍ତି ଝିଲ୍ଲୀପ୍ରଭା ବେହେରା । ସୂଚନା ଅନୁସାରେ, ଢେଙ୍କାନାଳ ଜିଲା ଏକତାଳି ପଞ୍ଚାୟତ ସରପଞ୍ଚ ଝିଲ୍ଲୀପ୍ରଭା ବେହେରା ୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ…
Read More...

ସକାଳ ୧୦ଟା ମୁଖ୍ୟ ଖବର

-ଜେଏମଏମ ପକ୍ଷରୁ ମୟୁରଭଞ୍ଜ ବନ୍ଦ ଡାକରା : ଦୋକାନ ବଜାର ସହ ଅଫିସ ଓ ଶିକ୍ଷାନୁଷ୍ଠାନରେ ତାଲା.... - ରୁଷିଆରେ ବିମାନ ଦୁର୍ଘଟଣା : ୱାଗନର ଗ୍ରୁପ ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କର ମୃତ୍ୟୁ ହୋଇଥିବା ସୂଚନା...…
Read More...

ମୟୁରଭଞ୍ଜ ବନ୍ଦ ଡାକରା : ଦୋକାନ ବଜାର ସହ ଅଫିସ ଓ ଶିକ୍ଷାନୁଷ୍ଠାନରେ ତାଲା

ଉଦଳା: ଜେଏମଏମ ପକ୍ଷରୁ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ଆବାସ ଯୋଜନାରେ ହିତାଧିକାରୀ ମାନଙ୍କ ଅର୍ଥ ରାଶିକୁ ବୃଦ୍ଧି, ଅଲଚିକି ଭାଷା ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି, ଭତ୍ତା ବୃଦ୍ଧି ଦାବି ଓ ପ୍ରତି ଗାଁରେ…
Read More...

ଭିଜିଲାନ୍ସ ଜାଲରେ ରାୟଗଡ଼ା ଡିଏଫଓ

ରାୟଗଡ଼ା : ରାୟଗଡ଼ା ବନଖଣ୍ଡ ଅଧିକାରୀ ବିଜୟ କୁମାର ପରିଡ଼ାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ସୂଚନା ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ସହ ଭୁବନେଶ୍ବର ଓ ନିଆଳିରେ ବି…
Read More...

ପୁଣି ଅଡ଼ୁଆରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ପୁଣି ଅଡ଼ୁଆରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ୍ର ଟ୍ରମ୍ପ। ସୂଚନା ଅନୁସାରେ, ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଷଡଯନ୍ତ୍ର କରିଥିଲେ ବୋଲି ତାଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ…
Read More...

ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେଠାରେ ତାଙ୍କୁ ଏକ ପ୍ରତିନିଧି ଦଳ ଭେଟିଥିବା ସୂଚନା ମିଳିଛି।
Read More...

ଦୁଇ ଦିନ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଆଉ ଦୁଇ ଦିନ ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି…
Read More...

ପୂର୍ବଶତ୍ରୁତା; ଯୁବକଙ୍କୁ ପିଟିପିଟି ହତ୍ୟା

ଜଗତସିଂହପୁର : ଜଗତସିଂହପୁର ସଦର ଥାନା ଚାରିବାଟିଆ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରିଥିବା ସୂଚନା ମିଳିଛି। ମୃତ ଯୁବକ ଚାରିବାଟିଆ ଗାଁର ଶୁକଦେଵ ନାୟକଙ୍କ ପୁଅ ସାଗର ନାୟକ…
Read More...

ହାତୀ ଆକ୍ରମଣରେ ୨ ମୃତ

ଅନୁଗୁଳ : ହାତୀ ଆକ୍ରମଣରେ ଅନୁଗୁଳ ବନଖଣ୍ଡ ପାତେଳି ଗାଁରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଦୁଇ ଜଣ ହେଲେ ଶଙ୍କର ବିଶ୍ୱାଳ ଓ ଝିଲି ମାଝୀ । ସୂଚନା ଅନୁସାରେ, ଆଜି ସକାଳେ ଏମାନେ କୌଣସି କାମରେ…
Read More...

ଅଭିଯୋଗକାରୀଙ୍କୁ ଫୋନ୍‌ରେ ଦୁର୍ବ୍ୟବହାର ଘଟଣା : ଏସ୍‌ଆଇ ବୁଧନାଥ ବେହେରା ନିଲମ୍ବିତ

ମାହାଙ୍ଗା : କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ମାହାଙ୍ଗା ବ୍ଲକ୍ ଭଦ୍ରେଶ୍ବର ଥାନା ଏସଆଇ ବୁଧନାଥ ବେହେରାଙ୍କୁ ନିଲମ୍ବିତ କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଭଦ୍ରେଶ୍ୱର ଅଞ୍ଚଳର ମନୋଜ…
Read More...

ସ୍ତ୍ରୀକୁ ଶାବଳରେ ପିଟିପିଟି ହତ୍ୟା କଲା ସ୍ୱାମୀ

ମୋହନା : ପାରିବାରିକ କଳହରୁ ସ୍ତ୍ରୀକୁ ସ୍ବାମୀ ହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗଜପତି ଜିଲା ମୋହନା ଥାନା ରାଣୀଖମା ଗାଁର ହାଡୁ ମଲିକ ନିଜ ସ୍ତ୍ରୀ ସାରୁଗାଳୁ ମଲିକଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା…
Read More...

ଘର ଭିତରୁ ମିଳିଲା ଯୁବକଙ୍କ ମୃତଦେହ

ବିନିକା : ସୋନପୁର ଜିଲା ବିନିକା ଥାନା ବିଶାଲପାଲି ଛକ ନିକଟ ଏକ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ବିନିକା ପୁଲିସ ଉଦ୍ଧାର କରିଥିବା ଜଣାପଡ଼ିଛି। ଖବର ଅନୁସାରେ, ବିଶାଲପାଲି ଛକ ନିକଟର ଥିବା ଏକ ପରିତ୍ୟକ୍ତ ଘରେ ଜଣେ…
Read More...

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା: ଜେଲ ଗଲେ ନିଲମ୍ବିତ ବିଜେଡି ନେତା ଓ ଖେଳ ଶିକ୍ଷକ

ମାହାଙ୍ଗା : ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଏବଂ ପିଇଟି ଶିକ୍ଷକ ଅନୁପମ ରାୟ ଜେଲ୍‌ ଯାଇଛନ୍ତି । ସୂଚନା ଅନୁସାରେ, ମାହାଙ୍ଗା ନାବାଳିକା ମୃତ୍ୟୁ ଓ ପ୍ରମାଣ…
Read More...

ସନ୍ଧ୍ୟା ୬ଟା ୪ ମିନିଟ୍‌ : ଚନ୍ଦ୍ରରେ ଲେଖାହେବ ନୂଆ କାହାଣୀ

ବେଙ୍ଗାଲୁରୁ: ସବୁ ପ୍ରତୀକ୍ଷାର ଅନ୍ତ ଘଟିବ। ସାରା ବିଶ୍ବ ଉତ୍କଣ୍ଠାର ସହିତ ଅପେକ୍ଷା କରିଛି ଚନ୍ଦ୍ରଯାନ-୩ର ସଫଳତାକୁ। ସମୟ ଯେତେ ପାଖେଇ ଆସୁଛି, ଆଶା ଆଉ ଆଶଙ୍କା ବି ସେତେ ବ୍ୟଗ୍ର ହେଉଛି। ସମସ୍ତଙ୍କର ଅପେକ୍ଷା…
Read More...

ସକାଳ ୧୦ଟା ମୁଖ୍ୟ ଖବର

-ଆଜି ଶ୍ରୀଜିଉଙ୍କ ବନକଲାଗି : ୪ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ.... --ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା: ଜେଲ ଗଲେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ - ବ୍ରିକ୍ସରେ ପ୍ରଧାନମନ୍ତ୍ରୀ…
Read More...

ବାଲୁକା କଳାରେ ଇସ୍ରୋକୁ ଶୁଭକାମନା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଭାରତ ଲେଖିବ ଚନ୍ଦ୍ର କାହାଣୀ । ମହାକାଶ ବିଜ୍ଞାନ ଇତିହାସରେ ଯୋଡ଼ି ହେବ ନୂଆ ଫର୍ଦ୍ଦ । ଆଜି ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଏଥିପାଇଁ ବାଲୁକା…
Read More...

ଓଲଟିଲା ଟାଟା ଏସି : ୨୦ରୁ ଅଧିକ ଶ୍ରମିକ ଆହତ

ଠାକୁରମୁଣ୍ଡା : ଭାରସାମ୍ୟ ହରାଇ ଟାଟା ଏସି ଓଲଟି ପଡ଼ିବାରୁ ୨୦ରୁ ଅଧିକ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଠାକୁରମୁଣ୍ଡା ବ୍ଲକ…
Read More...

ବ୍ରିକ୍ସରେ ପ୍ରଧାନମନ୍ତ୍ରୀ ମୋଦୀ : ବିଶ୍ୱର ବିକାଶ ଇଞ୍ଜିନ ସାଜିବ ‘ଭାରତ’

ଜୋହାନ୍ସବର୍ଗ/ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛନ୍ତି । ବ୍ରିକ୍ସ ବ୍ୟବସାୟୀ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା…
Read More...

ବର୍ଷା ସମ୍ଭାବନା : ୯ ଜିଲାକୁ ସତର୍କତା ଜାରି

ଭୁବନେଶ୍ବର: ଆଜି ପ୍ରବଳ ବର୍ଷା ନେଇ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୯ଟି ଜିଲାକୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲାରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ…
Read More...

ଆଜି ଶ୍ରୀଜିଉଙ୍କ ବନକଲାଗି : ୪ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଏଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ସହିତ…
Read More...

ନର୍ସ ପଦ ପୂରଣ ପ୍ରସଙ୍ଗ : ଅନ୍ତରୀଣ ନିର୍ଦେଶରେ ପରିବର୍ତ୍ତନ କଲେ ହାଇକୋର୍ଟ

କଟକ : ନର୍ସ ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ଅଙ୍କୁଶ ହଟିଛି। ପୂର୍ବରୁ ଜାରି ହୋଇଥିବା ଅନ୍ତରୀଣ ନିର୍ଦେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ। କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ନିର୍ଦ୍ଦିଷ୍ଟ ପଦ…
Read More...

ପାନୀୟ ଜଳ, ରାସ୍ତା ସହ ଡାକ୍ତର ଓ ଶିକ୍ଷକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ଭୁବନ ବନ୍ଦ

ଭୁବନ: ପାନୀୟ ଜଳ, ରାସ୍ତା ସହ ଡାକ୍ତର ଓ ଶିକ୍ଷକ ନିଯୁକ୍ତି ଆଦି ସମେତ ୧୨ଟି ଦାବିରେ ୧୨ ଘଣ୍ଟିଆ ଭୁବନ ବନ୍ଦ ପାଳନ କରାଯାଉଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟାଯାଏ ଏହି ବନ୍ଦ ପାଳିତ ହେଉଛି। ଆଜି ଭୁବନରେ ଦୋକାନ…
Read More...

ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଟକ: କଟକ ଜିଲା ଡମପଡା ବ୍ଲକ ଦୁଲଣାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁନୀଲ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ଜଣାପଡ଼ିଛି। ମନେରେଗା ଯୋଜନା ସମେତ କୋଭିଡ ସମୟରେ ଆସିଥିବା ଅର୍ଥ ତଥା ଆହୁରି ବହୁ…
Read More...

କାଜୁ ଜଙ୍ଗଲ ହାତେଇବାକୁ ୨ ଜଣଙ୍କୁ ହତ୍ୟା କରିଥିଲା କାହ୍ନୁ ପ୍ରଧାନ

ଭୁବନେଶ୍ୱର: ନକଲି ସୂଚନା ଅଧିକାର କର୍ମୀ କାହ୍ନୁ ପ୍ରଧାନ ୨୦୨୦ରେ କାଜୁ ଜଙ୍ଗଲ ହାତେଇବା ପାଇଁ ଦୁଇ ଜଣଙ୍କୁ ହତ୍ୟା କରିଥିଲା ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଚାନ୍ଦପୁର ଥାନାରେ ଅଭିଯୁକ୍ତ…
Read More...

ବୃଦ୍ଧାଙ୍କୁ ହତ୍ୟା ଘଟଣା, ବୋହୂ ଗିରଫ

ଭୁବନେଶ୍ୱର: ଖଣ୍ଡଗିରି ବାରିରେ ମଦା ପଲେଇଙ୍କୁ ଗଳା କାଟି ହତ୍ୟା ଘଟଣାରେ ବୋହୂ ବୈଶାଖୀ ପଲେଇକୁ ଭରତପୁର ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ଘଟଣାର ଘଟିବାର ୮ ଦିନ ପରେ ପାଇଖାନା ଟାଙ୍କିରୁ ପୁଲିସ ପ୍ରମାଣ ଖୋଜି ଖୋଜି…
Read More...