ବାଳିକା ଶିକ୍ଷାର ବିକାଶ ପାଇଁ ସ୍ୱତନ୍ତ୍ର ଅଭିଯାନ

ଫୁଲବାଣୀ: କନ୍ଧମାଳ ଜିଲାରେ ବାଳିକା ଶିକ୍ଷାର ବିକାଶ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଯାହାର ନାମ ହେଉଛି “ପୁରି ପଢାଇ ଦେଶ କି ଭଲାଇ”। ସ୍ୱାତୀ ଓ କ୍ରାଏ ଅନୁଷ୍ଠାନର ମିଳିତ ସହଯୋଗରେ ଆରମ୍ଭ କରାଯାଇଛି।…
Read More...

ମୋହନ ବାବୁ ମୋ ସଂସାରକୁ ଉଦ୍ଧାର କରନ୍ତୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଦୁତିପଡା ମେକାନିସାହିର ଜଣେ ପ୍ରସୂତି ମା'ଙ୍କ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ବାବୁଙ୍କୁ ନିଜର ଦୁଃଖଭରା ନିବେଦନର ମନ କଥା ଆଉ ବ୍ୟଥାକୁ ଶୁଣିଲେ ଯେକେହି ଆହା ପଦେ କହିବାକୁ…
Read More...

ପୁଣି ଜନନୀ ଯନ୍ତ୍ରଣା, ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ମହିଳା

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପିଛା ଛାଡ଼ୁନି ଜନନୀ ଯନ୍ତ୍ରଣା। ଏବେବି ଜିଲ୍ଲାର ଅନେକ ଗାଁକୁ ରାସ୍ତା ନାହିଁ। ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡି। ରାସ୍ତା ନଥିବାରୁ ଖଟିଆ କିମ୍ବା ଦୋଳରେ ବୁହା…
Read More...

ଫୁଲବାଣୀ ବିସିସିବି ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ପୁରସ୍କାର

ଫୁଲବାଣୀ: ଫୁଲବାଣୀରେ ସର୍ବାଧିକ କୃଷି ଋଣ ପ୍ରଦାନ ଏବଂ ସେମାନଙ୍କର ସଫଳ ଚାଷ ନିମନ୍ତେ ସହାୟତା ପାଇଁ ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ଫୁଲବାଣୀ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ…
Read More...

ଦ୍ୱିତୀୟ ପର୍ଯ୍ୟାୟ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ପରୀକ୍ଷଣ ସଫଳ

ଡେସ୍କ: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଆଜି (ବୁଧବାର) ଦ୍ୱିତୀୟ ପର୍ଯ୍ୟାୟ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀର ସଫଳ ପରୀକ୍ଷଣ କରିଛି। ଏଲସି-୪ ଧାମରାରୁ ଅପରାହ୍ନ ୪ଟା…
Read More...

ଘରୋଇକରଣ ହେବ ନାହିଁ କୋଇଲା ଖଣି – ଜି କିଶନ ରେଡ୍ଡୀ

ଡେସ୍କ: କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ ଆଜି କହିଛନ୍ତି ଯେ ସାରା ଦେଶରେ କୋଇଲା ଖଣିଗୁଡ଼ିକର ଘରୋଇକରଣ ପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ। ଲୋକସଭାରେ ପ୍ରଶ୍ନକାଳରେ ସେ କହିଛନ୍ତି, ତେଲେଙ୍ଗାନାର…
Read More...

ରେଳ ସୁରକ୍ଷା ପାଇଁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ

ଡେସ୍କ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ରେଳ ବଜେଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଟ୍ରେନର ନିରାପତ୍ତା ବୃଦ୍ଧି ପାଇଁ ଆବଣ୍ଟନ କରାଯାଇଛି। ଶ୍ରୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ…
Read More...

ଲୋକସଭାରେ ବଜେଟ ଆଲୋଚନା, ବେକାରୀ ପ୍ରସଙ୍ଗରେ ସରକାରୀ ଉଦାସୀନତା ମୁଖ୍ୟ ପ୍ରସଙ୍ଗ

ଡେସ୍କ: ଲୋକସଭାରେ ୨୦୨୪-୨୫ ଆର୍ଥିକ ବର୍ଷପାଇଁ କେନ୍ଦ୍ର ବଜେଟ୍ ଉପରେ ଆଲୋଚନା ଆରମ୍ଭ ହୋଇଛି। କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ପାଇଁ ମଧ୍ୟ ବଜେଟ୍ ଉପରେ ଗୃହରେ ଆଲୋଚନା ଚାଲିଛି। ଆଲୋଚନା ଆରମ୍ଭ କରି କଂଗ୍ରେସର…
Read More...

ରାଜ୍ୟସଭାରେ କେନ୍ଦ୍ର ବଜେଟ, ବେକାରୀ ଓ ମୁଦ୍ରାସ୍ଫୀତି ପ୍ରସଙ୍ଗ ଉଠାଇଲା କଂଗ୍ରେସ

ଡେସ୍କ: ରାଜ୍ୟସଭାରେ କେନ୍ଦ୍ର ବଜେଟ ଉପରେ ଆଲୋଚନା ଚାଲିଛି। କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ୨୦୨୪-୨୫ ଆର୍ଥିକ ବର୍ଷ ର ବଜେଟ୍ ଉପରେ ମଧ୍ୟ ଗୃହରେ ଆଲୋଚନା ଚାଲିଛି। ଆଲୋଚନା ବେଳେ କଂଗ୍ରେସର ପି ଚିଦାମ୍ବରମ…
Read More...

ବନ୍ଦ ହେବନି ‘ନିଟ୍’ ପରୀକ୍ଷା – କେନ୍ଦ୍ର ସରକାର

ଡେସ୍କ: ମେଡିକାଲ ପରୀକ୍ଷାକୁ ନେଇ ବିବାଦ ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ଆଜି ସ୍ପଷ୍ଟ କରିଛନ୍ତି ଯେ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା, 'ନିଟ୍'କୁ ବନ୍ଦ କରି ରାଜ୍ୟସ୍ତରୀୟ ପ୍ରବେଶିକା ପରୀକ୍ଷା କରିବା…
Read More...

ଦେଶର ୧୬୮୧୮ଟି ସୀମାବର୍ତ୍ତୀ ଗାଁକୁ ମିଳୁଛି ମୋବାଇଲ ସେବା

ଡେସ୍କ: ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଦେଶର ସୀମାବର୍ତ୍ତୀ ଅଞ୍ଚଳର ୧୭ ହଜାର ୬୧୧ଟି ଗାଁ ମଧ୍ୟରୁ ପ୍ରାୟ ୧୬ ହଜାର ୮୧୮ଟି ଗାଁକୁ ମୋବାଇଲ ସେବା ଯୋଗାଇ ଦିଆଯାଉଛି। ଆଜି ଲୋକସଭାରେ ଏକ…
Read More...

ମିଛ ଖବରର ମୁକାବିଲା ପାଇଁ ଆଇନଗତ ଓ ସଂସ୍ଥାଗତ ବ୍ୟବସ୍ଥା ରହିଛି – ଅଶ୍ୱିନୀ ବୈଷ୍ଣବ

ଡେସ୍କ: ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଥିବା ଏବଂ ସମାଜରେ ବିଭାଜନ ସୃଷ୍ଟି କରୁଥିବା ମିଥ୍ୟା ଓ ବିଭ୍ରାନ୍ତିକର ସୂଚନାର ପ୍ରସାରକୁ ରୋକିବା ପାଇଁ…
Read More...

ନଦୀବନ୍ଧ ରାସ୍ତା ବିପର୍ଯ୍ୟସ୍ତ

ଦୋବଲ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦୋବଲ ନିକଟ କୋରକଦା ଗଡ଼ାଣିରୁ କରଦା ଭାୟା ଅଙ୍ଗେଇପାଳ ଗେଙ୍ଗୁଟି ନଦୀବନ୍ଧ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନଦୀବନ୍ଧ ସଂପୂର୍ଣ୍ଣ ମାଟି ରାସ୍ତା ହୋଇଥିବାରୁ ଟିକିଏ ବର୍ଷା ହେଲେ…
Read More...

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚୋରୀ, ୩ ଗିରଫ

ସିମୁଳିଆ: ଗରସଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚୋରୀ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହ ଚୋରୀ ହୋଇଥିବା ଜିନିଷ ଉଦ୍ଧାର। ସୁଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ପ୍ରାଥମିକ…
Read More...

ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା, ଧାର୍ଯ୍ୟ ସମୟ ପୂର୍ବରୁ ବିଦ୍ୟାଳୟରେ ତାଲା

ବାସୁଦେବପୁର: ବିଦ୍ୟାଳୟରେ ଉପସ୍ଥାନ ହାର ବଢାଇବା ପାଇଁ ମଧ୍ୟାହ୍ନଭୋଜନ ସାଥୀକୁ ମାଗଣା ପାଠ୍ୟ ପୁସ୍ତକ, ଜୋତା ଓ ପୋଷାକ ଯୋଗାଇ ଦିଆଯାଉଛି । ମାତ୍ର ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ କେତେଜଣ ଶିକ୍ଷକଙ୍କ ମନୋମୁଖୀ…
Read More...

ଉପସ୍ୱାସ୍ଥ୍ୟ କେନ୍ଦ୍ର ନିମ୍ନମାନର ନିର୍ମାଣ ଅଭିଯୋଗ

ବାସୁଦେବପୁର: ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ଲକ୍ଷ୍ମୀଦାସପୁର ଠାରେ ଉପସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରାଯାଇଥିଲା। ସରକାରୀ ଭାବେ ଏହି ଉପସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଠିକାଦାର ସୁକାନ୍ତ ଚରଣ ସେଠୀଙ୍କ…
Read More...

କେନ୍ଦ୍ରୀୟ ସୁରକ୍ଷା ବଳରେ ଅଗ୍ନିବୀରଙ୍କୁ ମିଳିବ ୧୦% ସଂରକ୍ଷଣ ଓ ବୟସ ରିହାତି

ଡେସ୍କ: ଏକ ନିଷ୍ପତ୍ତି ଅନୁଯାୟୀ ପୂର୍ବତନ ଅଗ୍ନିବୀରଙ୍କୁ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ), ସଶସ୍ତ୍ର ସୀମା ବଳ (ଏସଏସବି), ରେଳବାଇ ସୁରକ୍ଷା ବଳ (ଆରପିଏଫ), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ…
Read More...

୧୩ ହଜାର କୋଟି ଟଙ୍କାରେ ପହଁଚିଲା ଜନଜାତି ବ୍ୟାପାର ମନ୍ତ୍ରାଳୟ ବ୍ୟୟ ଅଟକଳ

ଡେସ୍କ: କେନ୍ଦ୍ରୀୟ ବଜେଟ ୨୦୨୪-୨୫ରେ ଜନଜାତି ବ୍ୟାପାର ମନ୍ତ୍ରାଳୟ ପାଇଁ ମୋଟ ବ୍ୟୟ ଅଟକଳ ପ୍ରାୟ ୧୩ ହଜାର କୋଟି ଟଙ୍କା ରହିଛି। ଏହା ପୂର୍ବ ବର୍ଷର ସଂଶୋଧିତ ଆକଳନ ତୁଳନାରେ ୭୩.୬୦% ଅଧିକ। ବଜେଟ ଉପସ୍ଥାପନ କରି…
Read More...

ରେଳ ବଜେଟରେ ରାଜ୍ୟକୁ ମିଳିଛି ୧୦ ହଜାର ୫୮୬ କୋଟି

ଡେସ୍କ: ୨୦୨୪-୨୫ ଆର୍ଥିକ ବଜେଟ ଆଗତ ହେବାର ଗୋଟିଏ ଦିନ ପରେ ଆଜି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଚଳିତ ବଜେଟରେ ଓଡିଶାକୁ ରେଳ ଅନୁଦାନ ବାବଦକୁ ୧୦ ହଜାର ୫୮୬ କୋଟି ଟଙ୍କା ଅନୁଦାନ ମିଳିଛି। ଗଣମାଧ୍ୟମକୁ…
Read More...

ନେପାଳ ବିମାନ ଦୁର୍ଘଟଣା – ପାଇଲଟଙ୍କ ବ୍ୟତୀତ ସମସ୍ତ ୧୮ ଯାତ୍ରୀ ମୃତ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓଲି

ଡେସ୍କ: ତ୍ରିଭୁବନ ବିମାନବନ୍ଦର କାର୍ଯ୍ୟାଳୟ ଅନୁଯାୟୀ ସୌର୍ଯ୍ୟ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୯ ଜଣଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ବିମାନରେ ପାଇଲଟଙ୍କ ସମେତ ୧୯ ଜଣ ଯାତ୍ରୀ ଥିଲେ।…
Read More...

୬ଟି ଭାରତୀୟ ଭାଷାକୁ ମିଳିଛି ଶାସ୍ତ୍ରୀୟ ମାନ୍ୟତା

ଡେସ୍କ: କେନ୍ଦ୍ର ସଂସସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‌‌ କହିଛନ୍ତି, ୬ଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। ଲୋକସଭାରେ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଶେଖାୱତ୍‌‌…
Read More...

ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଧମକ ମାମଲା – ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଫୁଲବାଣୀ: ଜଣେ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ସହିତ ଜୀବନରେ ମାରିଦେବା ପାଇଁ ଧମକ ମାମଲାର ରାୟ ଆଜି ପ୍ରକାଶ ପାଇଛି। ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ରାଜେଶ ଦାସଙ୍କ ଇଜିଲାସରେ ଅନୁଷ୍ଠିତ ହୋଇ…
Read More...

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମହିଳା ସରପଞ୍ଚଙ୍କ ସହ ସ୍ୱାମୀ ଗିରଫ

ଅନୁଗୋଳ: ଅନୁଗୋଳ ଭିଜିଲାନ୍ସ ବିଭାଗ କୋଡିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁସବା ପଞ୍ଚାୟତର ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି। ପଦ୍ମ ଚରଣ ପ୍ରଧାନ ନାମକ ଜଣେ ଵ୍ୟକ୍ତିଙ୍କର ଫାର୍ମ ଫଣ୍ଡ…
Read More...

ମଦଦୋକାନ ଲୁଟ୍ ଘଟଣାରେ ୩ ଦୁର୍ଦ୍ଦାନ୍ତ ଅପରାଧି ଗିରଫ

ଢେଙ୍କାନାଳ ସଦର: ଢେଙ୍କାନାଳ ସଦର ସନ୍ନିକଟ ଶକ୍ତିସୁଗାର ନିକଟରେ ମଦ ଦୋକାନରୁ ଲୁଟ୍ ହୋଇଥିବା ଘଟଣାରେ ୩ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ପୋଲିସ୍ ସଦର ଥାନାର ବିମ୍ବୋଳ ନିକଟରୁ ଗିରଫ କରିଛି। ଗିରଫ ଅପରାଧିଙ୍କ ନିକଟରୁ…
Read More...

ଇସ୍ରାଏଲରେ କାମ କରୁଛନ୍ତି ୪୮୨୫ ଭାରତୀୟ ଶ୍ରମିକ

ଡେସ୍କ: ଇସ୍ରାଏଲ୍‌‌ରେ ୪ ହଜାର ୮୨୫ ଜଣ ଭାରତୀୟ ଶ୍ରମିକ ନିୟୋଜିତ ହୋଇଥିବା କେନ୍ଦ୍ର ସରକାର କହିଛନ୍ତି। ଲୋକସଭାରେ ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି, ଇସ୍ରାଏଲ୍‌‌ରେ ଭାରତୀୟ ଶ୍ରମିକଙ୍କ…
Read More...

ଟନେଲ ସଂଯୋଗ କ୍ଷେତ୍ରରେ ପୂର୍ବତଟ ରେଳପଥର ସଫଳତା

ଡେସ୍କ: ଟନେଲ ସଂଯୋଗ କାର୍ଯ୍ୟରେ ପୂର୍ବତଟ ରେଳପଥ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି। ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲିଙ୍କ୍ ପ୍ରକଳ୍ପ (୩୦୧ କିଲୋମିଟର) ନିର୍ମାଣ କାର୍ଯ୍ୟରେ ନିୟୋଜିତ ରେଳପଥର ନିର୍ମାଣ ବିଭାଗର…
Read More...

ନିଆରା ବିବାହ – ବୈଦିକ ରୀତିରେ ନେପାଳୀ ଝିଅକୁ ବାହାହେଲେ ଓଡିଆ ପୁଅ

କଳାପଥର (ବାଙ୍କୀ): ଦୁବାଇର ଏକ ମଲରୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ, ଏବେ ବୈଦିକ ରୀତିନୀତିରେ ଗ୍ରାମ ଦେବୀଙ୍କ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ପୁଅକୁ ନେପାଳୀ ଝିଅ। ଏଭଳି ଏକ ନିଆରା ବାହାଘର…
Read More...

ଆମେ ଆଣିବା ଶ୍ରେଣୀ ଶିକ୍ଷାଦାନରେ ପରିବର୍ତ୍ତନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ପିଠା ପୋଟଳ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଢେମସା ଠାରେ ଚଳିତ ଶିକ୍ଷା ବର୍ଷର ଦ୍ଵିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଆରସିସି…
Read More...

ଗୋ-ମାଂସ ବୋଝେଇ ଅଟୋ ଜବତ

କଳାପଥର (ବାଙ୍କୀ): ମଙ୍ଗଳବାର ଭୋର ସମୟରେ କଳାପଥର ପଂଚାୟତ ଅନ୍ତର୍ଗତ ମଧୁଆପଲ୍ଲୀ ବଘେଇ ବାଇପାସ ରାସ୍ତାର ବଡ଼ଡାଳିଆ ମନ୍ଦିର ନିକଟରୁ ଏକ ଗୋ ମାଂସ ଚାଲାଣ କରୁଥିବା ଡାଲା ଅଟୋକୁ ବଜରଙ୍ଗ ଦଳର କେତେକ କର୍ମୀ ଏବଂ କିଛି…
Read More...

୫ ବର୍ଷରେ ବିଦେଶରେ ପ୍ରାଣ ହରାଇଛନ୍ତି ରାଜ୍ୟର ୩୧ ଶ୍ରମିକ

ଡେସ୍କ: ଗତ ୫ ବର୍ଷରେ ବାହାର ରାଜ୍ୟକୁ କାମଧନ୍ଦା ଅନ୍ୱେଷଣରେ ଯାଇ ପ୍ରାୟ ୧୯୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ବିଦେଶକୁ କାମ କରିବାକୁ ଯାଇ ୩୧ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ବିଜେଡି…
Read More...

ଜିଲ୍ଲାପାଳ କଣ ଫୌଜଦାରୀ ମାମଲାର ତଦନ୍ତ କରନ୍ତି? – ବିଜେଡି ନେତ୍ରୀ ପ୍ରମିଳା ମଲିକ

ଡେସ୍କ: ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଦ୍ୱାରା ଏଏସଓଙ୍କୁ ମାଡ ମରା ଯିବା ଘଟଣାରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ ରାଜ୍ୟ…
Read More...

୫୩ ଦିନରେ ରାଜ୍ୟରେ ୩୮୮.୬% ବର୍ଷା, ସ୍ୱାଭାବିକ ତୁଳନାରେ ୧୫% କମ୍‌‌

ଡେସ୍କ: ଜୁନ୍‌‌ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୩୮୮.୬ ପ୍ରତିଶତ ବର୍ଷା ରେକର୍ଡ଼ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାମିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଜୁନ ୧ରୁ ଆଜି ସୁଦ୍ଧା ସ୍ୱାଭାବିକ୍‌‌ ବର୍ଷା…
Read More...

ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣା, ରାସ୍ତା ଅବରୋଧ ଜାରୀ

ଭବାନୀପାଟଣା: ଗତରାତିରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟିବା ଘଟଣାରେ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ସହିତ ରାସ୍ତା ଅବରୋଧ ଏବେବି ଜାରୀ ରହିଛି। ଟ୍ୟାଙ୍କର ଚାପାରେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ…
Read More...

୨୪ ଘଣ୍ଟାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ସର୍ବାଧିକ ବର୍ଷା ରେକର୍ଡ଼

ଡେସ୍କ: ରାଜ୍ୟର ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ସର୍ବାଧିକ ୧୦୧ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ଅନୁଗୁଳ ଜିଲ୍ଲାର…
Read More...

ଧୋଇଗଲା ସାକୁଶିଙ୍ଗା ନାଳ ଆପ୍ରୋଚ୍‌‌ ରାସ୍ତା, ଯୋଗାଯୋଗ ବିଛିନ୍ନ

ହରଭଙ୍ଗା: ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ପ୍ରଭାବରେ ଧଳପୁର –ହରଭଙ୍ଗା ଜଗନ୍ନାଥ ସଡକର ସାକୁସିଙ୍ଗା ନାଳ ଉପରେ ନିର୍ମାଣ ହୋଇଥିବା ଆପ୍ରୋଚ୍‌‌ ରାସ୍ତା ଧୋଇ ହୋଇ ଯାଇଥିବା ଜଣାପଡ଼ିଛି। ଯାହା ଫଳରେ ଗତ ସୋମବାର ରାତିରୁ…
Read More...

ଅତିରିକ୍ତ ତହସିଲଦାର ନିଯୁକ୍ତି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ଜଣେ ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତ କରିବା ପାଇଁ ଦାରିଙ୍ଗବାଡି ବ୍ଲକ ୧୧ନମ୍ବର ଜୋନ ଅନ୍ତର୍ଗତ ୮ଟି ପଞ୍ଚାୟତ ଜନପ୍ରତିନିଧି ମାନେ ମଙ୍ଗଳବାର ଦିନ…
Read More...

ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଦାବିପତ୍ର

ଆଠଗଡ: ଆଠଗଡ ତହସିଲ ଅନ୍ତର୍ଗତ କୁମାରପୁର ପଞ୍ଚାୟତର ବଳିପୁର ମୌଜାର ଖାତା ସଂଖ୍ୟା ୬୧୬ ଓ ପ୍ଲଟ ସଂଖ୍ୟା ୧୨୬୧ କିସମ ଗୋଚର ଥିବା ସରକାରୀ ଜମି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ବିଜେପି ନେତା ଅଭୟ କୁମାର…
Read More...

ମା’ ଓ ଶିଶୁ ସଂପର୍କୀତ ଆଲୋଚନାଚକ୍ର

ଆଠଗଡ: ଆଠଗଡ ରୋଟାରୀ କ୍ଲବ ଆନୁକୁଲ୍ୟରେ ଉପଖଣ୍ଡ ଡାକ୍ତରଖାନା ସହଯୋଗରେ ସୋମବାର ଡାକ୍ତରଖାନା ପରିସରରେ ମା' ଓ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ସଂପର୍କୀତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଲବ ସଭାପତି…
Read More...

ଥାନା ସମ୍ମୁଖସ୍ଥ ମା’ ବାଉତୀ ମନ୍ଦିରରୁ ଚୋରି

ଆଠଗଡ: ଆଠଗଡର ଅଧିଷ୍ଠାତ୍ରୀ ମା ବାଉତୀଙ୍କ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡଛି। ଆଠଗଡ ଥାନାର ଠିକ୍‌ ସମ୍ମୁଖରେ ଅର୍ଥାତ ମାତ୍ର ୧୫ମିଟର ଦୂରରେ ଥିବା ଏହି ପ୍ରାଚୀନ ମନ୍ଦିରରୁ ଗତକାଲି ରାତିର…
Read More...

ବୌଦ୍ଧ ବ୍ଳକରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଶିବିର

ବୌଦ୍ଧ: ବୌଦ୍ଧ ବ୍ଳକ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଜେ.ସୋନାଲଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…
Read More...

ପିଇଓଙ୍କ ବଦଳି ଦାବୀ ନେଇ ବିଡ଼ିଓଙ୍କୁ ଦାବୀ ପତ୍ର

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗାଁ ସାଥି ମଧ୍ୟରେ ମନରେଗା କାର୍ଯ୍ୟକୁ ନେଇ ଅସନ୍ତୋଷ ଚମର ସୀମାରେ ପହଞ୍ଚିଛି। ପିଇଓ ପ୍ରାପ୍ୟ…
Read More...

କନ୍ଧମାଳରେ ଲାଗାଁ ବର୍ଷା, ଗଛ ପଡ଼ି ରାସ୍ତା ଅବରୋଧ

ଫୁଲବାଣୀ: ୫ ଦିନ ଧରି ସମଗ୍ର କନ୍ଧମାଳ ଜିଲାରେ ତୁହାକୁ ତୁହା ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଯୋଗୁଁ ବିଭିନ୍ନ ନଦୀ ଓ ନାଳରେ ପାଣି ବୃଦ୍ଧି ପାଇଛି। ଯେଭଳି ଲଗାଣ ବର୍ଷା…
Read More...

ସାମ୍ବାଦିକ ଗଣ ଯୋଗାଯୋଗ ବିଭାଗରେ ଆରମ୍ଭ ହେଲା ଭଞ୍ଜବାଣୀ ରେଡ଼ିଓ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ବାଦିକ ଗଣ ଯୋଗାଯୋଗ ବିଭାଗରେ ଆଜି ଜାତୀୟ ପତାକା ଦିବସ ପାଳନ ଅବସରରେ ପୁଣିଥରେ ଭଞ୍ଜବାଣୀ ରେଡ଼ିଓ ଆରମ୍ଭ ହୋଇଛି। ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ…
Read More...

ବିକେ ଷ୍ଟିଲ କାରଖାନାର ଫାଟକ ଖୋଲିବା ନିମନ୍ତେ ପ୍ରଶାସନ, କର୍ମଚାରୀ ଓ କାରଖାନା କର୍ତ୍ତୃପକ୍ଷଙ୍କ ଆଲୋଚନା

ଗୁରୁଡିଝାଟିଆ: ବିକେ ଷ୍ଟିଲ କାରଖାନା ଫାଟକ ଖୋଲିବା ନିମନ୍ତେ ମାହେଶ୍ୱରୀ ଇସ୍ପାତ ଶ୍ରମିକ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଆଜି କାରଖାନା ସମ୍ମୁଖରେ ଏକଜୁଟ ହୋଇଥିଲେ। ଦୀର୍ଘଦିନ ଧରି କାରଖାନା ଫାଟକ ବନ୍ଦ ହେବା…
Read More...

ଭାରତ ଓ ଜାପାନ ପୁସ୍ତକ ଉନ୍ମୋଚିତ

ସମ୍ବଲପୁର: ସମ୍ବଲପୁର ଜିଲା ଧମା ଅଞ୍ଚଳର ମୂଳ ନିବାସୀ ତଥା ବିଶିଷ୍ଟ ଶିକ୍ଷାବିତ ପ୍ର. ରାଜାରାମ ପଣ୍ଡାଙ୍କ ଦ୍ୱାରା ରଚିତ ପୁସ୍ତକ ‘ଭାରତ ଓ ଜାପାନ - ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ସୋମବାର ଉନ୍ନମୋଚିତ ହୋଇଯାଇଛି।…
Read More...

ଦାଦନ ଯାଇ ଦୁଇ ଯୁବକ ଅପହୃତ, ମାଡ଼ ମାରି ଟଙ୍କା ମାଗିବା ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କନ୍ଧ କାତିପାଡୁ ପଞ୍ଚାୟତର ଅଡୁଗୁଡା ଗ୍ରାମର ଦୁଇ ଯୁବକକୁ ଦୁର୍ବୁତ୍ତ ଅପହରଣ କରିନେଇ ମାଡ଼ ମାରି ଟଙ୍କା ମାଗୁଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ…
Read More...

ଯାଇପାରିଲେନି ବୋଲି କାଟିଦେଲେ ବାର୍ଦ୍ଧକ୍ୟ ଭତ୍ତା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଅରାପାଜୁ ଗ୍ରାମପଞ୍ଚାୟତ ଗ୍ରାମର ବୟସାଧିକ କାରଣରୁ ଚଲାବୁଲା କରିପାରୁନଥିବା ବୈଦେହୀ ଦେହୁରୀଙ୍କ ବୟସ ପ୍ରାୟ ୮୦ ଛୁଇଁଲାଣି। ବୈଦେହୀ ଦେହୁରୀ ଗତ ଜୁନ ମାସରେ ଗ୍ରାମପଞ୍ଚାୟତ ଯାଇ ଭତ୍ତା…
Read More...

ପ୍ରଥମ ଶ୍ରାବଣ ସୋମବାରରେ ସ୍ୱାମପାଟଣା ଗେରୁଆମୟ

ପାଟଣା: ଆଜି ଶ୍ରାବଣ ପ୍ରଥମ ସୋମବାର ପାଇଁ ପାଟଣା ବ୍ଲକ ମୁଖ୍ୟାଳୟ ସମେତ ତୁରୁମୁଙ୍ଗା, ରାଜନଗର, ଭୀମକୁଣ୍ଡ ଆଦି ବୈତରଣୀତଟ ଗେରୁଆମୟ ହୋଇ ଯାଇଥିଲା। ହଜାର ହଜାର ସଂଖ୍ୟାରେ ବୋଲବମ ଭକ୍ତ କାଉଡ଼ିଆ ମାନେ ପାଟଣା ବୈତରଣୀ…
Read More...

ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଗାଁ ଦାଣ୍ଡରେ ଧାନ ତଳି ରୋଇଲେ ଗ୍ରାମବାସୀ

ପାଟଣା: ଆଜି ପାଟଣାରେ କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂ ଓ ଏସପି ନୀତିନ କୂଳଶେଖରଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଚାଲିଥିବା ବେଳେ ପାଟଣା ବ୍ଲକ ମୁଖ୍ୟାଳୟ ବଡପାଟଣା ପଞ୍ଚାୟତ ସାଧୁପଡା ଗ୍ରାମ ଦାଣ୍ଡରେ ଗ୍ରାମବାସୀ…
Read More...

ବିଭିନ୍ନ ଶିକ୍ଷାନୁଷ୍ଠାନରେ ‘ଶିକ୍ଷା ସପ୍ତାହ’ ପାଳନ

ଘଣ୍ଟାପଡା: କଣ୍ଟାମାଳ ବ୍ଲକ ଉମା ହାଇସ୍କୁଲରେ ପ୍ରଧାନ ଶିକ୍ଷକ କଷ୍ଟେଶ୍ୱର ଭୋଇଙ୍କ ଅଧ୍ୟକ୍ଷତାରେ ସୋମବାର ‘ଶିକ୍ଷା ସପ୍ତାହ’ ପାଳନ କରାଯାଇଛି। ଜାତୀୟ ଶିକ୍ଷା ନୀତି (ଏନଇପି)ର ବାର୍ଷିକୀ ଅବସରରେ ଏହା ପାଳନ…
Read More...

ସରକାରୀ ବସ ଚଳାଚଳ ନେଇ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ

ନବରଙ୍ଗପୁର: ଉମରକୋଟରୁ ଯାତାୟତର ସୁବିଧା ପାଇଁ ନୂତନ ସରକାରୀ ବସ ସୁବିଧା ଯୋଗାଇ ଦେବାକୁ ଭୁବନେଶ୍ୱରରେ ରାଜ୍ୟ ସଡକ ଓ ପରିବହନ ବିଭାଗ ମନ୍ତ୍ରୀ ଵିଭୂତି ଭୂଷଣ ଜେନାଙ୍କୁ ଉମରକୋଟ ବିଧାୟକ ତଥା ରାଜ୍ୟ ବିଦ୍ୟାଳୟ ଓ…
Read More...

ଇସ୍ପାତ ପ୍ରକଳ୍ପ ସ୍ଥାପନ ପାଇଁ ଲୋକସଭାରେ ଦୃଢ ଦାବି କଲେ ସାଂସଦ ଅନନ୍ତ ନାୟକ

ପାଟଣା: ଜିଲ୍ଲାରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉ ବୋଲି ଆଜି ସଂସଦ ଅଧିବେଶନର ପ୍ରଥମ ଦିନରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଜୋରଦାର ଭାବେ ଜିଲ୍ଲାର ଏହି ପୁରୁଣା ଦାବିକୁ ଉଠାଇଛନ୍ତି। କେବଳ ସେତିକି…
Read More...

ମିଳିତ ଅଭିଯୋଗ ଶୁଣାଣି ଶିବିର, କଡା ଚେତାଵନୀ ଦେଲେ ଜିଲ୍ଲାପାଳ

ପାଟଣା: ପାଟଣା ବ୍ଲକ ସମ୍ମିଳନୀ କକ୍ଷରେ କେନ୍ଦୁଝର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମୁଦାୟ ୧୨୭ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ…
Read More...

ଗୋବର୍ଦ୍ଧନ ମଠରେ ଆଦିତ୍ୟ ଓ ଆନନ୍ଦ ବାହିନୀର ସେବାକାର୍ଯ୍ୟ

ପାଟଣା: ପୁରୀ ଗୋବର୍ଦ୍ଧନ ମଠ ପରିସରରେ ପବିତ୍ର ଗୁରୁପୁର୍ଣିମା ମହୋତ୍ସବ ପାଳିତ ହୋଇଛି। ଏହି ମହୋତ୍ସବରେ ରାଜ୍ୟପାଳ ରଘୁବର ଦାସ ଯୋଗ ଦେଇ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ ମହାରାଜାଙ୍କୁ…
Read More...

ବରଗଛ ଉପୁଡି ରାସ୍ତା ଜାମ

ଗୋପାଳପୁର: ଗୋପାଳପୁର ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଓ ସି ଟି କଲେଜ ସମ୍ମୁଖରେ ଥିବା ଏକ ବିରାଟକାୟ ବରଗଛ ଆଜି ସକାଳେ ହଠାତ୍ ଉପୁଡ଼ି ଯିବାରୁ ପ୍ରାୟ ୧ ଘଣ୍ଟା ରାସ୍ତା ଜାମ ରହିଥିଲ। ଖବର ପାଇ ବନ ବିଭାଗ ଓ…
Read More...

ଗୁଣାତ୍ମକ ଚିକିତ୍ସା ପ୍ରଦାନ କରୁଛି ଏମ୍‌ସ ଭୁବନେଶ୍ୱର ଅତ୍ୟାଧୁନିକ ବର୍ଣ୍ଣ୍‌ସ ୟୁନିଟ୍

ଡେସ୍କ: ପୋଡ଼ାଜଳା, କର୍କଟ, ଲିମ୍ଫେଡେମା ଏବଂ ପ୍ରସାଧନ ପ୍ରଣାଳୀ ସମେତ ବିଭିନ୍ନ ଅବସ୍ଥାର ଜୀବନ ପରିବର୍ତ୍ତନକାରୀ ସମାଧାନ ପ୍ରଦାନ ଭଳି ସ୍ୱାସ୍ଥ୍ୟସେବାରେ ପ୍ଲାଷ୍ଟିକ୍ ସର୍ଜରୀ ଏକ ଗୁରୁତ୍ୱପୂର୍ଣ୍ଣ କାରକ ଭାବରେ ଉଭା…
Read More...

ବଦଳିଗଲା ସରକାର ହେଲେ ବଦଳି ପାରିଲାନି ଲୁରୁପାଲି ରାସ୍ତା

ରେଙ୍ଗାଲିକ୍ୟାମ୍ପ: ସ୍ୱାସ୍ଥ୍ୟ, ଶିକ୍ଷା ଓ ରାସ୍ତା ଲୋକଙ୍କର ମୌଳିକ ଅଧିକାର ବୋଲି କୁହାଯାଉଥିବା ବେଳେ ଦୀର୍ଘ୍ ଦୁଇ ଦଶନ୍ଧି ଧରି ଅବହେଳିତ ହୋଇ ପଡ଼ିରହିଛି ଲୁରୂପାଲି ଗ୍ରାମର ମେହେରପଡ଼ାରୁ ହରିଜନ ପଡ଼ା ମଝି…
Read More...

ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୨୦ହଜାରରୁ ଉର୍ଦ୍ଧ୍ୱ କାଉଡିଆ

ଆରଡି: ପବିତ୍ର ଶ୍ରାବଣ ମାସ ପ୍ରଥମ ସୋମବାରରେ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ପୀଠରେ ୨୦ ହଜାରରୁ ଅଧିକ କାଉଡିଆଙ୍କ ଭିଡ ଲାଗିଥିଲା। ରବିବାର ରାତିରୁ ସୋମବାର ଅପରାହ୍ଣ ୫ଟା ଯାଏଁ କାଉଡିଆ ଭକ୍ତ…
Read More...

ଏକଲବ୍ୟ ଆବାସିକ ବିଦ୍ୟାଳୟରେ ଶିକ୍ଷା ଶପଥ ସପ୍ତାହ କାର୍ଯ୍ୟକ୍ରମ

ଫୁଲବାଣୀ: ସାରା ରାଜ୍ୟରେ ଆଜି ଶିକ୍ଷା ଶପଥ ସପ୍ତାହ ଆରମ୍ଭ ହୋଇଛି। ସେହିଭଳି ଫିରିଙ୍ଗିଆ ବ୍ଲକ ନାହାଣା ଗାଁ ନିକଟରେ ଥିବା ଏକଲବ୍ୟ ଆବାସିକ ବିଦ୍ୟାଳୟ ଠାରେ ବିଦ୍ୟାଳୟସ୍ତରୀୟ ଶିକ୍ଷା ଶପଥ ସପ୍ତାହ ଉଦଘାଟିତ ହୋଇଛି।…
Read More...

ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

ଚୌଦ୍ୱାର: ସ୍ଥାନୀୟ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଆଚାର୍ଯ୍ୟା ଗାୟତ୍ରୀ ସାହୁଙ୍କ ପୌରୋହିତ୍ୟରେ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଉତ୍ସବରେ…
Read More...

ଯାତ୍ରା ପ୍ରେମୀ ଭରତ ସାହୁଙ୍କ ଅଜବ ନିଶା

କଳାପଥର (ବାଙ୍କୀ): ଧୀରେ ଧୀରେ ପୁରୁଣା ଲୋକକଳା ହଜି ଯାଉଥିଲା ବେଳେ ଆଜିର ମନୋରଂଜନଧର୍ମୀ ଯୁଗରେ ଯାତ୍ରା ଏକ ମାଇଲ ଖୁଣ୍ଟ ହୋଇ ଦର୍ଶକଙ୍କୁ ଆନନ୍ଦ ଯୋଗାଉଛି। ଯାତ୍ରା ଏକ ପୁରୁଣା ଲୋକକଳା ହେଲେ ମଧ୍ୟ କିଏ ଅବା ଯାତ୍ରା…
Read More...

ଗୁରୁ ପୂର୍ଣ୍ଣିମାରେ ସତ୍ୟସାଇ ସଙ୍ଘ ତରଫରୁ ବୃକ୍ଷରୋପଣ

ଲଡୁଗାଁ: ଗୁରୁ ପୂର୍ଣ୍ଣିମା ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆଇଁଲି ଠାରେ ଶ୍ରୀ ସତ୍ୟ ସାଇ ସେବା ସଙ୍ଗଠନ କଳାହାଣ୍ଡି ଆନୁକୁଲ୍ୟରେ ଜୟପାଟଣା ସମିତି ଆଇଁଲି ଭଜନ ମଣ୍ଡଳୀ ୧ ହଜାର ବୃକ୍ଷରୋପଣ କରିଛି। ବୃକ୍ଷ…
Read More...

ଶ୍ରାବଣ ସୋମବାର ପାଇଁ ଆଖଣ୍ଡଳମଣି ପୀଠରେ କାଉଡିଆଙ୍କ ଭିଡ

ଆରଡି: ପବିତ୍ର ଶ୍ରାବଣ ମାସର ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରବିବାର ଆରଡିପୀଠରେ ଲାଗିଛି ହଜାର ହଜାର କାଉଡିଆଙ୍କ ଭିଡ। କାଉଡିଆ ଭକ୍ତଙ୍କ ବୋଲବମ ହରହର ବୋମ ଧ୍ବନିରେ ପ୍ରକମ୍ଫିତ ହେଉଛି ସମଗ୍ର…
Read More...

ପୀଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ବକ୍ସିଂ ପ୍ରତିଯୋଗିତା।

ଗୋପାଳପୁର: ପୀଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ମିଲିଟାରି ଷ୍ଟେସନ ଠାରେ କ୍ରୀଡା ମହୋତ୍ସବ (ବକ୍ସିଂ) ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ପ୍ରତିଯୋଗିତାରେ ବନ୍ଧମୁଣ୍ଡା, ପୂରୀ , ସମ୍ବଲପୁର ନମ୍ୱର ୨, ସୁନ୍ଦରଗଡ଼…
Read More...

ଗୋପାଳପୁର ବେଳାଭୂମିରେ ବର୍ଦ୍ଧିତ ପାର୍କିଂ ଫି ଆଦାୟ ଅଭିଯୋଗ

ଗୋପାଳପୁର: ଗୋପାଳପୁର ଏନଏସି ପକ୍ଷରୁ ବେଳାଭୂମି ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ଗାଡି ମୋଟର ଗୁଡ଼ିକୁ ବ୍ୟବସ୍ଥିତ ଢ଼ଙ୍ଗରେ ଗୋଟିଏ ସ୍ଥାନରେ ପାର୍କିଂ କରାଇ ତାକୁ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ବେଳାଭୂମି ପାଇଁ…
Read More...

ଜିଲ୍ଲା ପ୍ରଶିକ୍ଷକ ସଂଘ ବୈଠକ

ପାଟଣା: କେନ୍ଦୁଝର ଜିଲ୍ଲା ପ୍ରଶିକ୍ଷକ ସଂଘର ପରିବର୍ଦ୍ଧିତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନିମନ୍ତେ ଆବାହକ କୃଷ୍ଣଚନ୍ଦ୍ର ବାରିକଙ୍କ ଆହ୍ବାନ କ୍ରମେ ମୁକୁନ୍ଦପୁର ପାଟଣା ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ…
Read More...

ଶୁଣ୍ଢି ସମାଜର ପ୍ରଥମ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ପାଟଣା: କେନ୍ଦୁଝର ଜିଲ୍ଲା ଶୁଣ୍ଢି ସମାଜର ପ୍ରଥମ ଜିଲ୍ଲାସ୍ତରୀୟ ସମ୍ମିଳନୀ ଘଟଗାଁ ମା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ କେନ୍ଦୁଝର ଜିଲ୍ଲାରେ ଥିବା କୋଣ ଅନୁକୋଣରୁ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ।…
Read More...

ଜିଲା ଠିକାଦାର ସଂଘର ନୂତନ କର୍ମକର୍ତ୍ତା ଚୟନ

ଫୁଲବାଣୀ: ଜିଲା ଠିକାଦାର ସଂଘର ଏକ ସାଧରଣ ବୈଠକ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳର ଠିକାଦାର ମାନେ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହିତ ସଂଘର ଆୟ…
Read More...

ବିଲିଭର୍ସ ଚର୍ଚ୍ଚର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲା ତେଙ୍ଗେଡ଼ାଥର ସ୍ଥିତ ବିଭିଲର୍ସ ଇଣ୍ଟନ ଚର୍ଚ୍ଚ ମଣ୍ଡଳୀର ୫୬ତମ ବାର୍ଷିକ ଉତ୍ସବ ଚର୍ଚ୍ଚ ପରିସରରେ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମରେ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ ପ୍ରଧାନ ମୁଖ୍ୟ ଅତିଥି ଏବଂ…
Read More...

କନ୍ଧମାଳକୁ ଏକସପୋଜର ଭିଜିଟରେ କଳାହାଣ୍ଡି ଟିମ, ଡ୍ରାଗନ ଫଳ ଦେଖି ପ୍ରଭାବିତ

ଫୁଲବାଣୀ: ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗାଗଡ ପଦରରେ ଆମ୍ବ ଏବଂ ଖଜୁରିପଡା ବ୍ଲକ କଲାଡୀ ଠାରେ ଚାଲିଥିବା ପଣସର ଭାଲ୍ୟୁ ଆଡିସନ ପ୍ରକଳ୍ପ ଦ୍ବାରା ଅନୁପ୍ରାଣିତ ହୋଇ କଳାହାଣ୍ଡି ଜିଲ୍ଲାର ଏକ ଟିମ ଏକସପୋଜର ଭିଜିଟରେ…
Read More...

ବାଙ୍କୀ ମହୋତ୍ସବ ସୁପରିଚାଳନା କାର୍ଯ୍ୟକାରିଣୀ ବୈଠକ

କଳାପଥର(ବାଙ୍କୀ): ବାଙ୍କୀ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଆଗାମୀ ଅକ୍ଟୋବର ୧୭ ରୁ ୨୧ ୫ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବାଙ୍କୀ ମହୋତ୍ସବ ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ପ୍ରତିଷ୍ଠାତା…
Read More...

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଚର୍ଚ୍ଚିକା ଶାଖା ପକ୍ଷରୁ ଗୁରୁ ଦକ୍ଷିଣା ଉତ୍ସବ

କଳାପଥର (ବାଙ୍କୀ): ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଚର୍ଚ୍ଚିକା ଶାଖା ତରଫରୁ ବାଙ୍କୀ ପ୍ରେସକ୍ଲବ ଠାରେ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଗୁରୁ ଦକ୍ଷିଣା ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଭାତ ଶାଖା…
Read More...

କଳାପଥରର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ

ମୁଖ୍ୟରାସ୍ତା ଦୁଇ ପାର୍ଶ୍ୱରେ ବୃକ୍ଷରୋପଣ ଗୋପାଳପୁର ଗ୍ରାମର ସ୍ୱେଚ୍ଛାସେବୀ ଯୁବକମାନେ ଆଜି ବାଙ୍କୀ-ଖୋର୍ଦ୍ଧା ମୁଖ୍ୟରାସ୍ତାର ନଦିକୁଣ୍ଡା ଠାରୁ ଗ୍ରାମର ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ବିଭିନ୍ନ…
Read More...

ଆମକୁ ହକ୍ ଦିଅ ହିତାଧିକାରୀ ମହାସଂଘର ବୈଠକ

କଳାପଥର (ବାଙ୍କୀ): ଗୋପାଳପୁର ରତ୍ନେଶ୍ୱର ମନ୍ଦିର ଠାରେ ‘ଆମକୁ ହକ୍ ଦିଅ’ ହିତାଧିକାରୀ ମହାସଂଘ ବାଙ୍କୀ ଶାଖା ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ସଂସ୍ଥାପକ ରବିନ୍ଦ୍ର ନାଥ ସାହୁ ସଭାପତିତ୍ୱ…
Read More...

ଗୁରୁ ପୂଜନ ଅବସରରେ ଗ୍ରନ୍ଥମାଳା ଉନ୍ମୋଚିତ

କଳାପଥର (ବାଙ୍କୀ): ବାଙ୍କୀର ବିଶିଷ୍ଟ କବି କବିକେଶରୀ ନବକିଶୋର ମହାରଣାଙ୍କ ଦ୍ୱାରା ରଚିତ “କବିକେଶରୀ ଗ୍ରନ୍ଥମାଳା” ଆଜି ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ବାଙ୍କୀ ନିର୍ବାଚନ ମଣ୍ଡଳୀର ବାରଙ୍ଗ ନିକଟସ୍ଥ…
Read More...

ମୁକୁଳା ଟ୍ରାନସଫର୍ମର ପାଇଁ ଗାଈ ମୃତ

କଳାପଥର (ବାଙ୍କୀ): ଖୋର୍ଦ୍ଧା ବିଦ୍ୟୁତ ଡିଭିଜନ କଳାପଥର ବିଦ୍ୟୁତ୍ ସେକ୍ସନ ଅନ୍ତର୍ଗତ ଧଳାପଥର ଗାଁ ଖଣ୍ଡିଆ ପୋଖରୀ ନିକଟ ପାଣି ଟାଙ୍କି ପାଖରେ ଥିବା ୧୧ କେଭି ବିଦ୍ୟୁତ୍ ଟ୍ରାନସଫର୍ମର ସଂସ୍ପର୍ଶରେ ଆସି ଗୋଟିଏ ଗାଈର…
Read More...

ଉନ୍ନତ ବିହନ ଓ ଜୈବିକ ସାର ବଣ୍ଟନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଟିଟ୍ରାପଙ୍ଗା ଗ୍ରାମରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ସମନ୍ୱୟ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀ ତରଫରୁ ଖରିଫ୍ ଫସଲ ବିହନ ବଣ୍ଟନ କରାଯାଇଛି ।…
Read More...

ସାରା ଦେଶରେ ଆଜି ପାଳିତ ହେଉଛି ଗୁରୁ ପୂର୍ଣ୍ଣିମା

ଡେସ୍କ: ବ୍ୟାସ ପୂର୍ଣ୍ଣିମା ନାମରେ ପରିଚିତ ଗୁରୁ ପୂର୍ଣ୍ଣିମା ଆଜି ପାଳିତ ହେଉଛି। ଏହି ପର୍ବ ଗୁରୁମାନଙ୍କୁ ସମର୍ପିତ। ଏହି ଅବସରରେ ଲୋକମାନେ ଜ୍ଞାନ ଓ ଆଶୀର୍ବାଦରେ ନିଜ ଜୀବନକୁ ମାର୍ଗଦର୍ଶନ କରୁଥିବା ଗୁରୁମାନଙ୍କୁ…
Read More...

ଅମରନାଥ ଗୁମ୍ଫା ପରିଦର୍ଶନ ପାଇଁ ବାହାରିଲେ ୩୧୧୩ ତୀର୍ଥଯାତ୍ରୀ

ଡେସ୍କ: ଅମରନାଥ ଗୁମ୍ଫା ପରିଦର୍ଶନ ପାଇଁ ଆଜି ସକାଳେ ଜମ୍ମୁର ଭଗବତୀ ନଗର ଯାତ୍ରୀନିବାସ ମୂଳଶିବିରରୁ ୩ ହଜାର ୧୧୩ ଜଣ ତୀର୍ଥଯାତ୍ରୀ କାଶ୍ମୀର ଘାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ତୀର୍ଥଯାତ୍ରୀମାନଙ୍କ ସୁରକ୍ଷା…
Read More...

ବିଶ୍ୱ ଐତିହ୍ୟ ସମିତିର ୪୬ତମ ଅଧିବେଶନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୭ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ବିଶ୍ୱ ଐତିହ୍ୟ ସମିତିର ୪୬ତମ ଅଧିବେଶନକୁ  ଉଦଘାଟନ କରିବେ। ଏହି ଅବସରରେ ଶ୍ରୀ ମୋଦୀ ସମାବେଶକୁ ସମ୍ବୋଧିତ କରିବେ।…
Read More...

ଆସାମର ଡିରାକରେ ମିଳିଲା ଗ୍ୟାସର ନୂଆ ଭଣ୍ଡାର

ଡେସ୍କ: ତିନସୁକିଆ ଜିଲ୍ଲାର ଡିରୋକ ଅଂଚଳରେ ଗ୍ୟାସର ଏକ ନୂଆ ଭଣ୍ଡାର ଥିବା ଜଣାପଡ଼ିଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଶନିବାର ସୋସିଆଲ ମିଡିଆ ଜରିଆରେ ଏହି ସୂଚନା…
Read More...

ଶଙ୍ଖ ଭବନ ପ୍ରସଙ୍ଗ: ତଦନ୍ତ ହେବ କହିଲେ ରାଜସ୍ୱ ମନ୍ତ୍ରୀ, ଅଭିଯୋଗ ଭିତ୍ତିହୀନ କହିଲା ବିଜେଡି

ଡେସ୍କ: ଭୁବନେଶ୍ୱରରେ ଥିବା ବିଜୁ ଜନତା ଦଳର ମୁଖ୍ୟାଳୟ ତଥା ଶଙ୍ଖ ଭବନ ବେଆଇନ୍‌‌ ଭାବେ ନିର୍ମାଣ ହୋଇଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି। ଶଙ୍ଖ ଭବନ ନିର୍ମାଣ ହୋଇଥିବା ୪ଟି ପ୍ଲଟ୍‌‌ ମଧ୍ୟରୁ…
Read More...

ନେପାଳରେ ନଦୀ ଭିତରକୁ ଖସି ପଡ଼ିଥିବା ବସଯାତ୍ରୀଙ୍କୁ ଖୋଜୁଛି ଏନଡିଆରଏଫ

ଡେସ୍କ: ଗତ ସପ୍ତାହ ଶୁକ୍ରବାର ଭୋରରେ ତ୍ରିଶୁଳୀ ନଦୀ ଭିତରକୁ ଖସିପଡ଼ିଥିବା ଦୁଇଟି ବସ ଓ ନିଖୋଜ ଯାତ୍ରୀଙ୍କ ତଲାସୀ ଅଭିଯାନରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ - ଏନଡିଆରଏଫ ସାମିଲ ହୋଇଛି। ଟିମ ଚିତବନର ସିମଲତାଲ…
Read More...

ଟ୍ରମ୍ପଙ୍କ ଉପରେ ଆକ୍ରମଣ ପୂର୍ବରୁ ରାଲି ସ୍ଥଳ ଉପରେ ଡ୍ରୋନ୍ ଉଡ଼ାଇଥିଲା ଅଭିଯୁକ୍ତ

ଡେସ୍କ: ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରିଥିବା ବନ୍ଧୁକଧାରୀ ଥୋମାସ ମାଥ୍ୟୁ କ୍ରୁକ୍ ଏକ ଡ୍ରୋନ୍ ବ୍ୟବହାର କରି ପେନସିଲଭାନିଆ ମେଳା ପଡ଼ିଆକୁ ଆକାଶମାର୍ଗରୁ ଦେଖିଥିଲା ବୋଲି…
Read More...

ଚୋରା କୋଇଲା ବୋଝେଇ ଟ୍ରକ ଜବତ, ଜଣେ ଗିରଫ

ବାସୁଦେବପୁର: ଚୂଡାମଣୀ ସାମୁଦ୍ରିକ ଥାନା ପୋଲିସ ଧାମରା- ଜାମୁଝାଡି ରାସ୍ତାର କୋଷ୍ଟ କେନାଲ ଠାରୁ ଚୋରା କୋଇଲା ବୋଝେଇ ଟ୍ରକ ଜବତ କରିଛି। ଏହି ଘଟଣାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଚୋରା କୋଇଲା…
Read More...

ଏକ୍ସରେ ସର୍ବାଧିକ ଫଲୋଅର୍ସ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଏଲନ ମସ୍କ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଇକ୍ରୋବ୍ଲଗିଂଗ ସାଇଟ 'ଏକ୍ସ'ରେ ଶହେ ମିଲିୟନ (୧୦ କୋଟି) ଫଲୋଅର୍ସ ହେବା ନେଇ 'ଏକ୍ସ'ର ମାଲିକ ଏଲନ ମସ୍କ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜୁଲାଇ ୧୯ ତାରିଖ ରାତି ପ୍ରାୟ…
Read More...

ବର୍ଷା ଜନିତ ସ୍ଥିତିର ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଡେସ୍କ: ମାଲକାନଗିରି ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଉତ୍ପନ୍ନ ହୋଇଥିବା ସ୍ଥିତି ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ସମୀକ୍ଷା କରିଛନ୍ତି। ପୁରୀ ଠାରେ…
Read More...

୨୪ ଘଣ୍ଟାରେ ମାଲକାନଗିରିରେ ସର୍ବାଧିକ ବର୍ଷା ରେକର୍ଡ

ଡେସ୍କ: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପଜନିତ ବର୍ଷା ଜାରି ରହିଛି। ଗତ ୨୪ ଘଂଟା ମଧ୍ୟରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାରେ ସର୍ବାଧିକ ୨୨୦.୫ ମି.ମି. ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି। ସେହି ସମୟ…
Read More...

ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି

ଡେସ୍କ: ମାଲକାନଗିରି ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିବା ଫଳରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାର ୩୨୬ ନଂ ଜାତୀୟ ରାଜପଥର ମାଲକାନଗିରି ଠାରୁ ମୋଟୁ ରାସ୍ତାର…
Read More...

ଜିଲ୍ଲାସ୍ତରୀୟ କ୍ଷେତ୍ରୀୟ ଖଣ୍ଡାୟତ ସମାଜ ସମ୍ମିଳନୀ ଅନୁଷ୍ଠିତ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠରେ ଜିଲ୍ଲାସ୍ତରୀୟ କ୍ଷେତ୍ରୀୟ ଖଣ୍ଡାୟତ ସମାଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ମଣ୍ଡଳ ତଥା ବାଇଶି ମୌଜା ସଭାପତି…
Read More...

ଅମରନାଥ ଗୁମ୍ଫା ପରିଦର୍ଶନ ପାଇଁ ବାହାରିଲେ ୩୪୭୧ ତୀର୍ଥଯାତ୍ରୀ

ଡେସ୍କ: ଅମରନାଥ ଗୁମ୍ଫା ପରିଦର୍ଶନ ପାଇଁ ଆଜି ସକାଳେ ଜମ୍ମୁର ଭଗବତୀ ନଗର ଯାତ୍ରୀନିବାସ ମୂଳଶିବିରରୁ ୩ ହଜାର ୪୭୧ ଜଣ ତୀର୍ଥଯାତ୍ରୀ କାଶ୍ମୀର ଘାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ତୀର୍ଥଯାତ୍ରୀମାନଙ୍କ ସୁରକ୍ଷା…
Read More...

ବାଂଲାଦେଶ ଅଶାନ୍ତ – କର୍ଫ୍ୟୁ ଜାରି, ସେନା ମୁତୟନ

ଡେସ୍କ: ବାଂଲାଦେଶରେ ସରକାରୀ ଚାକିରିରେ ସ୍ଥାନ ସଂରକ୍ଷଣକୁ ବିରୋଧ କରି ଚାଲିଥିବା ପ୍ରତିବାଦ ଅଣାୟତ୍ତ ହେବାରୁ ସେଠାକାର ସରକାର କର୍ଫ୍ୟୁ ଲାଗୁ କରିଛନ୍ତି। ପରିସ୍ଥିତିକୁ ଆୟତ୍ତ କରିବା ଲାଗି ବାଂଲାଦେଶର ବିଭିନ୍ନ…
Read More...

ମାଇକ୍ରୋସଫ୍ଟ ବୈଷୟିକ ତ୍ରୁଟି, ପ୍ରଭାବିତ ହୋଇନି ଭାରତୀୟ ଅର୍ଥ ନେଣଦେଣ ବ୍ୟବସ୍ଥା

ଡେସ୍କ: ମାଇକ୍ରୋସଫ୍ଟରେ ଦେଖାଦେଇଥିବା ବୈଷୟିକ ତ୍ରୁଟି ଯୋଗୁଁ ଭାରତୀୟ ଅର୍ଥ ନେଣଦେଣ ବ୍ୟବସ୍ଥା ମୋଟାମୋଟି ଭାବେ ପ୍ରଭାବିତ ହୋଇ ନ ଥିବା ଜଣାପଡ଼ିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଏନେଇ ସୂଚନା ଦେଇ କହିଛି, ୧୦ଟି…
Read More...

ମାଇକ୍ରୋସଫ୍ଟ ସଫ୍ଟୱେୟାର୍‌ରେ ତ୍ରୁଟି, ସ୍ୱାଭାବିକ ହେଉଛି ସ୍ଥିତି

ଡେସ୍କ: ମାଇକ୍ରୋସଫ୍ଟ ସଫ୍ଟୱେୟାର୍‌ରେ ତ୍ରୁଟି ଦେଖାଦେବା ଯୋଗୁଁ ଗତକାଲି ଅନେକ ସମୟ ଧରି ବିଶ୍ୱର ଅନେକ ଦେଶରେ ବିମାନ ସେବା, ସ୍ୱାସ୍ଥ୍ୟସେବା ଓ ବ୍ୟାଙ୍କ୍‌ସେବାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏବେ ତ୍ରୁଟିରେ…
Read More...

ଆମେରିକାର କମେଡିଆନ ବବ ନ୍ୟୁହାର୍ଟଙ୍କ ୯୪ ବର୍ଷରେ ପରଲୋକ

ଡେସ୍କ: ଆମେରିକାର  ଅଭିନେତା ତଥା ହାସ୍ୟରସ କଳାକାର ବବ ନ୍ୟୁହାର୍ଟଙ୍କର ୯୪ ବର୍ଷ ବୟସରେ ପରଲୋକ ଘଟିଛି। ସେ ଗୁରୁବାର ନିଜ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଦ ନ୍ୟୁୟର୍କ ଟାଇମ୍ସର ରିପୋର୍ଟରେ ତାଙ୍କ…
Read More...

ଭିଜିଲାନ୍ସ ଜାଲରେ ବୃନ୍ଦାବାହାଲ ସରପଞ୍ଚ

ଧର୍ମଗଡ଼: ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ବ୍ଳକ ବୃନ୍ଦାବାହାଲ ସରପଞ୍ଚ ଦିନେଶ ରାଉତ। ଅନୈତିକ ଉପାୟରେ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଅଟକ।‌ ମିଳିଥିବା ସୁଚନା ଅନୁଯାୟୀ ଦିନେଶ ରାଉତ (ମଣ୍ଟୁ)…
Read More...

ଜୁଲାଇ ୨୨ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଡେସ୍କ: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ଜୁଲାଇ ୨୨ ତାରିଖ ସୋମବାର ଠାରୁ ଆରମ୍ଭ ହେଉଛି। ତେଣୁ ସେହିଦିନ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଲୋକଙ୍କ ଅବଗତି ନିମନ୍ତେ ସାଧାରଣ…
Read More...

ସୁଶାସନ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡିବ – ଜେପି ନଡ୍ଡା

ଡେସ୍କ: ଓଡ଼ିଶାର ଗତ ନିର୍ବାଚନରେ ଫଳାଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୪୭ ସୁଦ୍ଧା ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶାର ସଂକଳ୍ପ ସହ ରାଜ୍ୟବାସୀଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ବୋଲି ବିଜେପିର…
Read More...

ଜେଲ ଯିବେ, ଚାକିରୀ ବି ଯିବ – ଅଡୁଆରେ ବିବାଦୀୟ ଆଇଏଏସ ପୂଜା ଖେଡକର

ଡେସ୍କ: ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ୨୦୨୨ରେ ଅସ୍ଥାୟୀ ଭାବେ ସୁପାରିଶ ହୋଇଥିବା ପ୍ରାର୍ଥୀ ପୂଜା ମନୋରମା ଦିଲୀପ ଖେଡକରଙ୍କ ଘଟଣାରେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ପଦକ୍ଷେପ ନେବା ଆରମ୍ଭ କରିଛି।…
Read More...

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଅଶାନ୍ତ ରହିବ ସମୁଦ୍ର

ଡେସ୍କ: କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ କହିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ଉପକୂଳ ଆଡ଼କୁ ଗତି…
Read More...