ରାଜଧାନୀରେ ଭଙ୍ଗାଯିବ ୧୯୧ଟି ବେଆଇନ୍‌ ଆପାର୍ଟମେଣ୍ଟ-ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଭଙ୍ଗା ଯିବ ଆପାର୍ଟମେଣ୍ଟ। ଭୁବନେଶ୍ୱରରେ ଥିବା ବେଆଇନ୍‌ ଆପାର୍ଟମେଣ୍ଟ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ମଙ୍ଗଳବାର ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଏହି ଲିଖିତ ଉତ୍ତର ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଗୁରୁ ଗ୍ରହ କରିବେ ଓଲଟା ଚଳନ; ୩ ରାଶିଙ୍କ ବଦଳିଯିବ ଭାଗ୍ୟ, କରିବେ ଧନ ବୃଦ୍ଧି.. ମନ୍ତ୍ରୀ କହିଛନ୍ତି, ବିଡିଏ ଅଧିନରେ ବେଆଇନ ଭାବେ ୪୯୧ଟି ଆପାର୍ଟମେଣ୍ଟ ଥିବାର ଅଭିଯୋଗ … Continue reading ରାଜଧାନୀରେ ଭଙ୍ଗାଯିବ ୧୯୧ଟି ବେଆଇନ୍‌ ଆପାର୍ଟମେଣ୍ଟ-ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର