ଅତିରିକ୍ତ ବ୍ୟୟମଞ୍ଜୁର ବିଲ ବିଧାନସଭାରେ ପାରିତ

0

ଭୁବନେଶ୍ୱର : ୧୨,୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟର ବ୍ୟୟମଞ୍ଜୁରୀ ବିଲ ପାରିତ ହୋଇଛି। ବ୍ୟୟମଞ୍ଜୁରୀ ବିଲ ଆଲୋଚନା ହୋଇଥିବା ବେଳେ ବିରୋଧୀ କକ୍ଷତ୍ୟାଗ କରିଛନ୍ତିି।
ମନ୍ତ୍ରୀ ଓ ବିଧାୟକ ମାନଙ୍କ ବାର୍ଦ୍ଧକ୍ୟ ଭତ୍ତା ପରିମାଣ ବୃଦ୍ଧି କରିବା ଉପରେ ଅର୍ଥମନ୍ତ୍ରୀ କୌଣସି ପ୍ରତିଶୃତି ନଦେବାରୁ ଉଭୟ କଂଗ୍ରେସ ଓ ବିଜେପି ଗୃହତ୍ୟାଗ କରିଥିଲେ। ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଦା ଦେଶର ରାଜସ୍ୱ ସଂଗ୍ରହ ଗତବର୍ଷ ତୁଳନାରେ ୩୩ ପ୍ରତିଶତ ବୃୃଦ୍ଧି ପାଇଛି।

Leave A Reply