ଏସିଆର ସର୍ବବୃହତ ବିମାନ ଚଳାଚଳ ଶୋ ‘ଏକ୍ସପୋ-ୱିଙ୍ଗସ୍ ଇଣ୍ଡିଆ ୨୦୨୪’ ଆରମ୍ଭ

ଡେସ୍କ: ଏସିଆର ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ସର୍ବବୃହତ କାର୍ଯ୍ୟକ୍ରମ ‘ୱିଙ୍ଗସ୍ ଇଣ୍ଡିଆ ୨୪’ ଆଜି ହାଇଦ୍ରାବାଦରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ୪ ଦିନ ଧରି ଚାଲିବ। ଏହି ଶୋ’ର ବିଷୟବସ୍ତୁ ହେଉଛି ‘ଅମୃତ କାଳରେ ଭାରତକୁ ବିଶ୍ୱ ସହ ସଂଯୋଗ କରିବା: ବେସାମରିକ ବିମାନ ଚଳାଚଳ ପାଇଁ ମଞ୍ଚ ପ୍ରସ୍ତୁତି @ ୨୦୪୭। ହାଇଦ୍ରାବାଦର ବେଗୁମପେଟ୍ ବିମାନବନ୍ଦରରେ ଆୟୋଜିତ ହୋଇଥିବା ସର୍ବଭାରତୀୟ ବିମାନ ଚଳାଚଳ ସମ୍ମିଳନୀକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଓ ଇସ୍ପାତ … Continue reading ଏସିଆର ସର୍ବବୃହତ ବିମାନ ଚଳାଚଳ ଶୋ ‘ଏକ୍ସପୋ-ୱିଙ୍ଗସ୍ ଇଣ୍ଡିଆ ୨୦୨୪’ ଆରମ୍ଭ