ବଢ଼ିଲା ଗିରଫ ଆଶଙ୍କା – ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ଦେବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ଡେସ୍କ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି। କେଜ୍ରିଓ୍ଵାଲଙ୍କୁ ଗିରଫଦାରୀରୁ ଆଶ୍ୱସ୍ତି ମିଳିନାହିଁ। କେଜ୍ରିଓ୍ଵାଲଙ୍କୁ ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନରୁ କୌଣସି ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ବର୍ତ୍ତମାନ ସମୟରେ ଆମେ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ଦେବାକୁ ଚାହୁଁନାହୁଁ ବୋଲି କୋର୍ଟ କହିଛନ୍ତି। https://samajalive.in/fruit-you-should-eat-for-sleeping-problem/545294.html ଗୁରୁବାର ସକାଳେ ହାଇକୋର୍ଟରେ ଏହି ଆବେଦନର ଶୁଣାଣି ହୋଇଥିଲା। ମାମଲାର ଶୁଣାଣି କରୁଥିବା ବିଚାରପତି ଇଡିକୁ କେଜ୍ରିୱାଲଙ୍କ ବିରୋଧରେ ପ୍ରମାଣ ଦେଖାଇବାକୁ କୁହାଯାଇଛି। ବିଚାରପତି … Continue reading ବଢ଼ିଲା ଗିରଫ ଆଶଙ୍କା – ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ଦେବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ