ନରେନ୍ଦ୍ର ମୋଦୀ ଫ୍ୟାକ୍ଟର ନୁହେଁ, ସାଧାରଣ ଲୋକଙ୍କ ଫ୍ୟାକ୍ଟର – ଅରବିନ୍ଦ କେଜ୍ରିଓ୍ଵାଲ

ଡେସ୍କ: ଆମ୍ ଆଦମୀ ପାର୍ଟିର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଦାବି କରିଛନ୍ତି ଯେ ଏଥର ଲୋକସଭା ନିର୍ବାଚନ ନରେନ୍ଦ୍ର ମୋଦୀ ଫ୍ୟାକ୍ଟରରେ ନୁହେଁ ବରଂ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଥିବା ପ୍ରସଙ୍ଗରେ ଲଢ଼ାଯାଉଛି। ଏହି ସବୁ ସମସ୍ୟା ମଧ୍ୟରେ ରହିଛି ଦରବୃଦ୍ଧି ଓ ବେରୋଜଗାରୀ। ଏକ ହିନ୍ଦୀ ଖବରକାଗଜକୁ ସାକ୍ଷାତକାର ଦେଇ କେଜ୍ରିୱାଲ କହିଛନ୍ତି ଯେ ବିଜେପି ବିରୋଧୀ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରୁଛି। ବିଜେପି ମଧ୍ୟ … Continue reading ନରେନ୍ଦ୍ର ମୋଦୀ ଫ୍ୟାକ୍ଟର ନୁହେଁ, ସାଧାରଣ ଲୋକଙ୍କ ଫ୍ୟାକ୍ଟର – ଅରବିନ୍ଦ କେଜ୍ରିଓ୍ଵାଲ