ସାପ କାମୁଡାରେ ନାବାଳକର ମୃତ୍ୟୁ ;ଏବେ ବି ଝଡା ଫୁଙ୍କାରେ ବିଶ୍ବାସ କରୁଛନ୍ତି ଲୋକେ
ଅନୁଗୁଳ: ଅନୁଗୁଳ ବ୍ଲକ ପୁରୁଣାକୋଟ ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ମିଳିଥିବା ଖବର ଅନୁସାରେ ପୁରୁଣାକୋଟ ଗ୍ରାମର ଚେରୁ ନାୟକଙ୍କ ୧୨ ବର୍ଷର ପୁଅ ଚନ୍ଦନ ନାୟକ ତାଙ୍କ ମା ସହିତ ସୋମବାର ରାତିରେ ଘର ଭିତରେ ମଶାରୀ ଟାଣି ଶୋଇଥିଲେ। କିନ୍ତୁ ରାତି ପ୍ରାୟ ୧୧ଟା ବେଳେ ଗୋଟିଏ ଚିତି ସାପ ଚନ୍ଦନଙ୍କ ଉପରେ ଚଢି ଯାଇଥିବା ଦେଖିଥିଲେ। ଫଳରେ ସାପକୁ ପରିବାର ଲୋକ ମାରି ଦେଇଥିଲେ। ଚନ୍ଦନକୁ ସାପ କାମୁଡି … Continue reading ସାପ କାମୁଡାରେ ନାବାଳକର ମୃତ୍ୟୁ ;ଏବେ ବି ଝଡା ଫୁଙ୍କାରେ ବିଶ୍ବାସ କରୁଛନ୍ତି ଲୋକେ
Copy and paste this URL into your WordPress site to embed
Copy and paste this code into your site to embed