ଆଜି ଆତଙ୍କବାଦ ବିରୋଧୀ ଦିବସ

ଡେସ୍କ: ଆଜି ସାରା ଦେଶରେ ଆତଙ୍କବାଦ ବିରୋଧୀ ଦିବସ ପାଳନ କରାଯାଉଛି। ଚେନ୍ନାଇ ନିକଟସ୍ଥ ଶ୍ରୀପେରୁମ୍ବୁଦୁର ଗ୍ରାମରେ ୧୯୯୧ ମସିହା ମେ’ ୨୧ ତାରିଖରେ ଲିବରେସନ ଟାଇଗର୍ସ ଅଫ୍ ତାମିଲ ଇଲମ୍ (ଏଲଟିଟିଇ)ର ଆତ୍ମଘାତୀ ଆକ୍ରମଣକାରୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ ହେଉଛି ଏହି ଦିନ। ସମାଜ ଓ ଦେଶ ଉପରେ ଆତଙ୍କବାଦ ଏବଂ ହିଂସାର ନକାରାତ୍ମକ ପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଏହା ପାଳନ କରାଯାଏ। … Continue reading ଆଜି ଆତଙ୍କବାଦ ବିରୋଧୀ ଦିବସ