ଦେଖନ୍ତୁ ଭିଡିଓ; ଧରାପଡିଲା ଆତଙ୍କ ଖେଳାଇଥିବା ଆଉ ଏକ ଗଧିଆ, ଏଯାଏଁ ନେଲାଣି ୯ ଜଣଙ୍କ ଜୀବନ,୨୦ ଗୁରୁତର

ଲଖନଉ : ଉତ୍ତରପ୍ରଦେଶର ବାହରାଇଚରେ ଆଉ ଏକ ହିଂସ୍ର ଗଧିଆ ଧରାପଡିଛି । ଏଯାଏଁ ଏକାଧିକ ଗଧିଆ ଧରାପଡିଛନ୍ତି । ମାତ୍ର ଆହୁରି ଗଧିଆ ଅଞ୍ଚଳରେ ରହିଛନ୍ତି । ସେମାନଙ୍କୁ ବନ ବିଭାଗ ଖୋଜାଖୋଜି ଜାରି ରଖିଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ହିଂସ୍ର ଗଧିଆକୁ ମଙ୍ଗଳବାର ସକାଳେ ଜାଲ ବିଛାଇ ବନ ବିଭାଗ ଧରିଛି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଭିଡିଓଟି ଏବେ ଖୁବ୍‌ ଭାଇରାଲ … Continue reading ଦେଖନ୍ତୁ ଭିଡିଓ; ଧରାପଡିଲା ଆତଙ୍କ ଖେଳାଇଥିବା ଆଉ ଏକ ଗଧିଆ, ଏଯାଏଁ ନେଲାଣି ୯ ଜଣଙ୍କ ଜୀବନ,୨୦ ଗୁରୁତର