ଅଙ୍ଗନୱାଡି କେନ୍ଦ୍ରରେ ଶୀତ ପୋଷାକ ବଣ୍ଟନ

ବାଙ୍କୀ : ବାଙ୍କୀ ବ୍ଲକ ଅଧିନ ବ୍ରହ୍ମପୁରା ଗ୍ରାମ ସ୍ଥିତ ୩ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ମାନଙ୍କୁ ଶୀତ ପୋଷାକ ସହିତ ଜୋତା ଓ ମୋଜା ବଣ୍ଟନ କରାଯାଇଛି । ମାତୃ କମିଟିର ସଭାପତି ମୀରା ନାୟକ, ଯାଞ୍ଚ କମିଟି ସଭାପତି ବଂଶୀଧର ପରିଡା, ଶିକ୍ଷାବିତ୍ ତଥା ପ୍ରକୃତିବନ୍ଧୁ ସୁଦର୍ଶନ ଦାସ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ସ୍ୱେଟର, ଜୋତା ଓ ମୋଜା ବଣ୍ଟନ କରିଛନ୍ତି । ସୁକାନ୍ତି ଦେଇ,ମମତା ସାହୁ, ଓାର୍ଡ ସଦସ୍ୟ ରେଖାମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅଙ୍ଗନୱାଡି କର୍ମୀଙ୍କ ପ୍ରତ୍ୟକ୍ଷ ସଂଚାଳନରେ ଏହି କାର୍ଯ୍ୟକ୍ରମ ସଂଚାଳନ ହୋଇଥିଲା ।

Comments are closed.