ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ ଭାରତ – ଅମିତ ଶାହା

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ ବୋଲି ବରିଷ୍ଠ ବିଜେପି ନେତା ଅମିତ ଶାହ ବିଶ୍ୱାସ ବ୍ୟକ୍ତ କରିଛନ୍ତି। ଆଜି ଗୁଜରାଟର ପୋରବନ୍ଦରଠାରେ ଏକ ଜନସଭାକୁ ସମ୍ବୋଧିତ କରି ଶ୍ରୀ ଶାହା ଧାରା ୩୭୦ ଉଚ୍ଛେଦ, ରାମ ମନ୍ଦିର ନିର୍ମାଣ, ଆତଙ୍କବାଦ ଓ ନକ୍ସଲବାଦର ସଫଳ ମୁକାବିଲା ଏବଂ ଦେଶରେ ଶାନ୍ତି ଆଣିବା ଭଳି ଐତିହାସିକ ନିଷ୍ପତ୍ତି ପାଇଁ ଶ୍ରୀ ମୋଦୀଙ୍କୁ ଶ୍ରେୟ ଦେଇଛନ୍ତି। … Continue reading ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ ଭାରତ – ଅମିତ ଶାହା