ଆରମ୍ଭ ହେଲା ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିତର୍କ

ଡେସ୍କ: ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପ ଆଟଲାଣ୍ଟାରେ ଏକ ଟେଲିଭିଜନ ବିତର୍କରେ ମୁହାଁମୁହିଁ ହୋଇଛନ୍ତି। ବିତର୍କ ସମୟରେ ଉଭୟ ପରସ୍ପର ଉପରେ ବ୍ୟକ୍ତିଗତ ଆକ୍ରମଣ କରିବା ସହ ଅର୍ଥନୀତି, ପ୍ରବାସୀ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ସୁବିଧା ପ୍ରସଙ୍ଗରେ ଆଲୋଚନା କରିଥିଲେ। ଟ୍ରମ୍ପ ତାଙ୍କ ଶାସନ କାଳରେ ଅର୍ଥନୀତିର ସଫଳତା ଏବଂ କୋଭିଡ୍-୧୯ ମହାମାରୀର ମୁକାବିଲା ପାଇଁ ରଣନୀତି ଉପରେ ଆଲୋଚନା କରି ବିତର୍କ ଆରମ୍ଭ କରିଥିଲେ। … Continue reading ଆରମ୍ଭ ହେଲା ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିତର୍କ