ପାକିସ୍ତାନ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ଧକ୍କା, ପ୍ରତିବନ୍ଧକ ଜାରି କଲା ଆମେରିକା
ଡେସ୍କ: ପାକିସ୍ତାନକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଯନ୍ତ୍ରାଂଶ ଯୋଗାଇ ଦେବା ନେଇ ଆମେରିକା ଚୀନର ୩ଟି କମ୍ପାନି ଏବଂ ବେଲାରୁସର ଗୋଟିଏ କମ୍ପାନି ଉପରେ ପ୍ରତିବନ୍ଧକ ଲଗାଇଛି। ସେହି ଚୀନ୍ କମ୍ପାନିଗୁଡ଼ିକ ହେଉଛି ଜିଆନ ଲାଙ୍ଗେ ଟେକ୍ନୋଲୋଜି ଡେଭଲପମେଣ୍ଟ, ତିଆନ୍ଜିନ୍ କ୍ରିଏଟିଭ୍ ସୋର୍ସ ଇଣ୍ଟରନ୍ୟାସନାଲ୍ ଟ୍ରେଡ୍ ଏବଂ ଗ୍ରାମପ୍ୟାକ୍ଟ କମ୍ପାନି ଲିମିଟେଡ୍। ବେଲାରୁସର କମ୍ପାନୀ ହେଉଛି ମିନ୍ସ୍କ ହ୍ୱିଲ୍ ଟ୍ରାକ୍ଟର ପ୍ଲାଣ୍ଟ। ଏହି କଂପାନିଗୁଡ଼ିକ ପାକିସ୍ତାନକୁ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ସମେତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ବ୍ୟବହୃତ ସାମଗ୍ରୀ ଯୋଗାଇ … Continue reading ପାକିସ୍ତାନ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ଧକ୍କା, ପ୍ରତିବନ୍ଧକ ଜାରି କଲା ଆମେରିକା
Copy and paste this URL into your WordPress site to embed
Copy and paste this code into your site to embed