ଓଜନ କମାଇବ ଅଁଳା

ସମାଜ ଡିଜିଟାଲ ଡେସ୍କ: ଆଜିକାଲି ସମସ୍ତେ ସୁସ୍ଥ ରହିବା ସହ ଫିଟ୍‌‌ ଆଣ୍ଡ ଫାଇନ୍‌‌ ରହିବାକୁ ପସନ୍ଦ କରୁଛନ୍ତି। ଟିକେ ମୋଟା ହୋଇଗଲେ ସମସ୍ତେ ଚିନ୍ତାରେ ପଡିଯାଉଛନ୍ତି। ମୋଟାପା କମାଇବାକୁ କେହି କେହି ମେଡିସିନ୍‌‌ ଖାଇଥାନ୍ତି ତ ଆଉ କେହି ଜିମ୍‌‌ ଯାଇ କସରତ କରିଥାନ୍ତି। କିନ୍ତୁ ଏଠାରେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଯଦି ଆପଣ ମୋଟ ହେଉଛନ୍ତି ତେବେ ଚିନ୍ତାଗ୍ରସ୍ତ ହୁଅନ୍ତୁ ନାହିଁ। କାରଣ ନିଜ ବାଡି ବଗିଚାରେ ଥିବା ଫଳମୂଳ ଖାଇ ଓଜନ … Continue reading ଓଜନ କମାଇବ ଅଁଳା