ହିନ୍ଦୁ-ମୁସଲମାନ ଦମ୍ପତିଙ୍କୁ ସୁରକ୍ଷା ଦେବାକୁ ମନା କଲେ ଆହ୍ଲାବାଦ ହାଇକୋର୍ଟ

ପ୍ରୟାଗରାଜ: ନବ ବିବାହିତ ହିନ୍ଦୁ-ମୁସଲମାନ ଦମ୍ପତିଙ୍କୁ ସୁରକ୍ଷା ଦାବିରେ ଆହ୍ଲାବାଦ ହାଇକୋର୍ଟ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୂଚନା ମୁତାବକ ହାଇକୋର୍ଟ କହିଛନ୍ତି ଯେ ଦମ୍ପତିଙ୍କ ବିବାହ ଉତ୍ତରପ୍ରଦେଶର ଧାର୍ମିକ ଧର୍ମ ପରିବର୍ତ୍ତନ ଆଇନର ନିୟମ ଅନୁଯାୟୀ ନୁହେଁ। ମୋରାଦାବାଦ ସମେତ ଅନ୍ୟାନ୍ୟ ଜିଲା ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଉପରେ ଜଷ୍ଟିସ୍‍ ସରଲ ଶ୍ରୀବାସ୍ତବ ଏହି ନିର୍ଦ୍ଦେଶ ଦେଇଛନ୍ତି। ନବ ବିବାହିତ ପ୍ରାୟ ୮ଜଣ ଦମ୍ପତି ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପରିବାର ଠାରୁ … Continue reading ହିନ୍ଦୁ-ମୁସଲମାନ ଦମ୍ପତିଙ୍କୁ ସୁରକ୍ଷା ଦେବାକୁ ମନା କଲେ ଆହ୍ଲାବାଦ ହାଇକୋର୍ଟ