ରୋହିତଙ୍କ ଏକାଧିକ ବିଶ୍ବ କୀର୍ତ୍ତିମାନ

ଗ୍ରସ୍ ଆଇଲେଟ୍‌ : ଚଳିତ ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ୍‌​‌ର ସୁପର ଏଇଟ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ୯୨ ରନ୍‌ ସ୍କୋର୍‌ କରିଥିଲେ। ଓପ୍‌ନର ରୋହିତ ୪୧ ବଲ୍‌ରୁ ୮ଟି ଛକା ଓ ୭ଟି ଚୌକା ସହ ୯୨ ରନ୍‌ କରିଥିଲେ। ଏହି ମ୍ୟାଚ୍‌ ଜିତି ଭାରତ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ରୋହିତ ଏକାଧିକ ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ରୋହିତ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ବିଶ୍ବରେ ସର୍ବାଧିକ ସ୍କୋରର୍ … Continue reading ରୋହିତଙ୍କ ଏକାଧିକ ବିଶ୍ବ କୀର୍ତ୍ତିମାନ