ଶନିବାର ଷଷ୍ଠ ପର୍ଯ୍ୟାୟ ମତଦାନ – ପ୍ରସ୍ତୁତି ଚୂଡାନ୍ତ

ଡେସ୍କ: ଶନିବାର (ମେ’ ୨୫) ୫୮ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଷଷ୍ଠ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଏହି ପର୍ଯ୍ୟାୟରେ ବିହାରର ୮ଟି ଲୋକସଭା ଆସନ, ହରିୟାଣାର ସମସ୍ତ ୧୦ଟି ଆସନ, ଝାଡ଼ଖଣ୍ଡର ୪ଟି ଆସନ, ଦିଲ୍ଲୀର ସମସ୍ତ ୭ଟି ଆସନ, ଓଡ଼ିଶାର ୬ଟି, ଉତ୍ତରପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି ଏବଂ ଜମ୍ମୁ-କଶ୍ମୀରର ଗୋଟିଏ ଲୋକସଭା ଆସନରେ ମତଦାନ ହେବ। ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହେବ। ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର … Continue reading ଶନିବାର ଷଷ୍ଠ ପର୍ଯ୍ୟାୟ ମତଦାନ – ପ୍ରସ୍ତୁତି ଚୂଡାନ୍ତ