ରାଜସ୍ଥାନ ଖଣି ଭୁଶୁଡ଼ିବା ଘଟଣା – ସମସ୍ତ ୧୫ ଅଧିକାରୀ ଉଦ୍ଧାର, ଜଣେ ମୃତ

ଡେସ୍କ: ରାଜସ୍ଥାନର ନିମ କା ଥାନା ଜିଲ୍ଲାର କୋଲିହାନ ଖଣିରେ ମଙ୍ଗଳବାର ରାତିରୁ ଲିଫ୍ଟ ଭୁଶୁଡ଼ି ପଡ଼ିବା ପରେ ଫସି ରହିଥିବା ହିନ୍ଦୁସ୍ତାନ କପର ଲିମିଟେଡର ସମସ୍ତ ୧୫ ଜଣ ଅଧିକାରୀଙ୍କୁ ବୁଧବାର ସୁରକ୍ଷିତ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ନିମ କା ଥାନା ଜିଲ୍ଲାପାଳ ଶରଦ ମେହେରା କହିଛନ୍ତି ଯେ ଉଦ୍ଧାର ହୋଇଥିବା ୧୪ ଜଣଙ୍କୁ ଚିକିତ୍ସା ପାଇଁ ଜୟପୁରର ଏସଏମଏସ ହସ୍ପିଟାଲକୁ ପଠାଯାଇଥିଲା … Continue reading ରାଜସ୍ଥାନ ଖଣି ଭୁଶୁଡ଼ିବା ଘଟଣା – ସମସ୍ତ ୧୫ ଅଧିକାରୀ ଉଦ୍ଧାର, ଜଣେ ମୃତ