ଏହି ଗ୍ରହରେ ରୁହନ୍ତି ଏଲିଅନ୍ !

ନୂଆଦିଲ୍ଲୀ : ଅନ୍ୟଗ୍ରହ ବାସିନ୍ଦା ଏଲିଅନ୍‌ ଅସ୍ତିତ୍ବକୁ ନେଇ ଚର୍ଚ୍ଚା ଜାରି ରହିଛି। କେତେକ ଏଲିଅନ୍‌ଙ୍କ ଅସ୍ତିତ୍ବକୁ ସ୍ବୀକାର କରୁଥିବା ବେଳେ ଆଉ କେତେକ ଏହାକୁ ଅସ୍ବୀକାର କରୁଛନ୍ତି। ଅନ୍ୟପକ୍ଷରେ ଏଲିଅନ ରହୁଥିବା ଏକ ଗ୍ରହର ସନ୍ଧାନ ପାଇଥିବା ଗ୍ରହ ସମ୍ପର୍କରେ ତଦନ୍ତ କରୁଥିବା କେତେକ ବୈଜ୍ଞାନିକ ଦାବି କରିଛନ୍ତି। ଦି ଆଷ୍ଟ୍ରୋଫିଜିକାଲ ଜର୍ଣ୍ଣାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ସୌରଜଗତ ବାହାରରେ ଏପରି ଏକ ଗ୍ରହ ରହିଛି ଯେଉଁଠାରେ ଏଲିଅନ୍‌ ବାସ କରନ୍ତି। ଏହି ଗ୍ରହର​‌ ଗୋଟିଏ … Continue reading ଏହି ଗ୍ରହରେ ରୁହନ୍ତି ଏଲିଅନ୍ !