ଶ୍ରୀଜୀଉଙ୍କ ଅନବସର, ଅଲାରନାଥଙ୍କୁ ଶ୍ରଦ୍ଧାଳୁଙ୍କ ଦର୍ଶନ

ବ୍ରହ୍ମଗିରି: ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅନବସର ସେବା ଆଜିଠାରୁ ଆରମ୍ଭ ହୋଇଛି।   ଶ୍ରୀଜୀଉଙ୍କ ଅନବସର ସମୟରେ ଅଲାରନାଥଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିଛନ୍ତି। ବ୍ରହ୍ମଗିରିର ଅଲାରନାଥ ପୀଠରେ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇଛନ୍ତି।  ଚଳିତବର୍ଷ ୧୩ ଦିନ ଧରି ଏଠାରେ ଶ୍ରୀଜୀଉ ରହିବାକୁ ଥିବାବେଳେ ଆଜିଠାରୁ ପୀଠରେ ଶ୍ରଦ୍ଧାଳୁଙ୍କ  ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଅଲାରନାଥ ପୀଠରେ ଅଲାରନାଥଙ୍କୁ ଦର୍ଶନ ପାଇଁ ଭୋର ୪ଟାରୁ ମନ୍ଦିରଦ୍ୱାର ଫିଟା ଯିବା ପରେ ୪ଟା ୧୫ରେ ମଙ୍ଗଳ ଆଳତି, ୫ଟାରେ ବେଶ, … Continue reading ଶ୍ରୀଜୀଉଙ୍କ ଅନବସର, ଅଲାରନାଥଙ୍କୁ ଶ୍ରଦ୍ଧାଳୁଙ୍କ ଦର୍ଶନ