ପ୍ରତିରକ୍ଷା କ୍ଷମତାରେ ଯୋଡି ହେଲା ନୂଆ ଫର୍ଦ୍ଦ, ଲକ୍ଷ୍ୟସ୍ଥଳ ଭେଦ କଲା ନୂଆ ପିଢ଼ି ଆକାଶ କ୍ଷେପଣାସ୍ତ୍ର

ଡେସ୍କ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ – ଡିଆରଡିଓ ଆଜି ସଫଳତାର ସହ ଆକାଶ କ୍ଷେପଣାସ୍ତ୍ରର ପରୀକ୍ଷା କରିଛି। ଏହାକୁ ଆକାଶ କ୍ଷେପଣାସ୍ତ୍ର ଏନଜି (ନ୍ୟୁ ଜେନେରେସନ) କୁହାଯାଉଛି। ଓଡିଶାର ଚାନ୍ଦିପୁର ଉପକୂଳବର୍ତ୍ତୀ ସମନ୍ୱିତ ପରୀକ୍ଷଣ ପରିସରରୁ ଅତି କମ ଉଚ୍ଚରୁ ଏହି କ୍ଷେପଣାସ୍ତ୍ର ମାନବବିହୀନ ଲକ୍ଷ୍ୟସ୍ଥଳକୁ ପଠାଯାଇଥିଲା। ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଦ୍ୱାରା ଲକ୍ଷ୍ୟସ୍ଥଳରେ ସଫଳତାର ସହ ପହଂଚି ଥିଲା ଓ ଧ୍ୱଂସ କରିଥିଲା। ଡାକ୍ତରଙ୍କୁ ନିର୍ଦ୍ଦେଶ: ଅକ୍ଷର ପଢି ନହେଲେ… ଅତ୍ୟାଧୁନିକ ଜ୍ଞାନକୌଶଳରେ … Continue reading ପ୍ରତିରକ୍ଷା କ୍ଷମତାରେ ଯୋଡି ହେଲା ନୂଆ ଫର୍ଦ୍ଦ, ଲକ୍ଷ୍ୟସ୍ଥଳ ଭେଦ କଲା ନୂଆ ପିଢ଼ି ଆକାଶ କ୍ଷେପଣାସ୍ତ୍ର