ମାତ୍ର ୧ ଟଙ୍କାରେ.. କୋଟି କୋଟି ଗ୍ରାହକଙ୍କ ପାଇଁ ଖୁସି ଖବର; ନୂଆ ରିଚାର୍ଜ ପ୍ଲାନ୍‌ ଆଣିଲା ଏୟାରଟେଲ୍‌

ନୂଆଦିଲ୍ଲୀ : ଏୟାରଟେଲ୍‌ ନିଜର କୋଟି କୋଟି ଉପଭୋକ୍ତାଙ୍କ ପାଇଁ ଆଣିଛି ନୂଆ ରିଚାର୍ଜ ପ୍ଲାନ୍‌ । ଏଥିରେ ଅସୀମିତ କଲିଙ୍ଗ୍‌ ଓ ଡାଟା ସହ ଅସୀମିତ ୫ଜି ମଧ୍ୟ ଅଫର୍‌ କରାଯାଉଛି । ଏୟାରଟେଲ୍‌ ନିଜର ଏହି ନୂଆ ପ୍ରିପେଡ୍‌ ପ୍ଲାନ୍‌ରେ ୧ ଟଙ୍କା ଅଧିକ ଖର୍ଚ୍ଚ କରି ୧୪ଜିବି ଅତିରିକ୍ତ ଡାଟା ମଧ୍ୟ ଅଫର୍‌ କରୁଛି । ଜାଣନ୍ତୁ ଏହି ପ୍ଲାନ୍‌ ବିଷୟରେ.. ଏୟାରଟେଲ୍‌ର ଏହି ଶସ୍ତା ପ୍ଲାନ୍‌ ୩୯୯ ଟଙ୍କାରେ ଆସୁଛି । … Continue reading ମାତ୍ର ୧ ଟଙ୍କାରେ.. କୋଟି କୋଟି ଗ୍ରାହକଙ୍କ ପାଇଁ ଖୁସି ଖବର; ନୂଆ ରିଚାର୍ଜ ପ୍ଲାନ୍‌ ଆଣିଲା ଏୟାରଟେଲ୍‌