ତୁର୍କୀ ଏୟାରଲାଇନ୍ସ ସହ ଚୁକ୍ତି ବାତିଲ ପାଇଁ ଇଣ୍ଡିଗୋକୁ ନିର୍ଦେଶ

ନୂଆଦିଲ୍ଲୀ : ‘ଅପରେସନ ସିନ୍ଦୂର’ ସମୟରେ ପାକିସ୍ତାନକୁ ସାମରିକ ସହାୟତା ଦେବା ନେଇ ତୁର୍କୀ ଏୟାରଲାଇନ୍ସ ସହ ସମସ୍ତ ଚୁକ୍ତି ବାତିଲ କରିବା ପାଇଁ କେନ୍ଦ୍ର ସରକାର ଇଣ୍ଡିଗୋକୁ ନିର୍ଦେଶ ଦେଇଛନ୍ତି। ଇଣ୍ଡିଗୋକୁ ତିନି ମାସ ମଧ୍ୟରେ ତୁର୍କୀ ଏୟାରଲାଇନ୍ସ ସହିତ ବିମାନ ଲିଜ୍ ଚୁକ୍ତିନାମା ସମାପ୍ତ କରିବାକୁ କୁହାଯାଇଛି। ଦିଲ୍ଲୀ ସମେତ ଭାରତର ନଅଟି ପ୍ରମୁଖ ବିମାନବନ୍ଦରରେ ମାଲ ପରିବହନ ସେବା ପରିଚାଳନା କରୁଥିବା ତୁର୍କୀ ଫାର୍ମ ସେଲେବି ଆଭିଏସନ୍ ପାଇଁ ସରକାର ସୁରକ୍ଷା କ୍ଲିୟରାନ୍ସ … Continue reading ତୁର୍କୀ ଏୟାରଲାଇନ୍ସ ସହ ଚୁକ୍ତି ବାତିଲ ପାଇଁ ଇଣ୍ଡିଗୋକୁ ନିର୍ଦେଶ