ଚଣ୍ଡିଗଡରେ ଏୟାର ଆଟାକ୍‌ର ଚେତାବନୀ, ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ପାକିସ୍ତାନକୁ ପ୍ରତି କାର୍ଯ୍ୟକଳାପ ଉପରେ ଭାରତ ଦ୍ୱାରା ଉଚିତ୍‌ ଜବାବ ଦିଆଯାଉଛି। ଗୁରୁବାର ରାତିରେ ପାକିସ୍ତାନ ଭାରତର ଅନେକ ସହରରେ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ଦ୍ୱାରା ଟାର୍ଗେଟ କରିବାକୁ ଚେଷ୍ଟା କରିଛି । ପୁଣି ଥରେ ପଞ୍ଜାବରେ ଆକ୍ରମଣ କରିବାକୁ ଚେଷ୍ଟା କରିଛି । ବାୟୁସେନା ଷ୍ଟେସନରୁ ସମ୍ଭାବବ୍ୟ ଆକ୍ରମଣର ଚେତବାନୀ ମିଳିବା ପରେ ଚଣ୍ଡିଗଡରେ ଶୁକ୍ରବାର ଆକାଶ ମାର୍ଗରୁ ଆକ୍ରମଣର ଚେତାବନୀ ଥିବା ସାଇରନ ବାଜିବାକୁ ଆରମ୍ଭ ହୋଇଛି। ଏହା ବ୍ୟତୀତ ମୋହାଲୀରେ … Continue reading ଚଣ୍ଡିଗଡରେ ଏୟାର ଆଟାକ୍‌ର ଚେତାବନୀ, ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ