ଏସି ଚଳାଇବାରେ ୯୦ ପ୍ରତିଶତ ଲୋକ କରୁଛନ୍ତି ଏହି ଭୁଲ୍
ସମାଜ ଡିଜିଟାଲ ଡେସ୍କ: ଦେଶରେ ଅଧିକାଂଶ ରାଜ୍ୟରେ ତାପମାତ୍ରା ୫୦ଡିଗ୍ରୀ ଉପରେ ରହିଛି। ଅତ୍ୟଧିକ ଗରମ ଓ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ପ୍ରବଳ ଗରମ ଯୋଗୁ ଦେହ ଖରାପ ହେବା ଅଂଶୁଘାତର ଶିକାର ହେବା ଭଳି ସମସ୍ୟା ଏବେ ଚିନ୍ତାର କାରଣ ପାଲଟିଛି। ଏଭଳି ସ୍ଥିତିରେ ସମସ୍ତେ ପ୍ରାୟ ଏସି ରୁମରେ ରହିବାକୁ ପସନ୍ଦ କରୁଛନ୍ତି। ଗ୍ରୀଷ୍ମଋତୁରେ ସର୍ଟସର୍କିଟ ଯୋଗୁ ଏସିରେ ଅଧିକାଂଶ ସମୟ ନିଆଁ ଲାଗିବା ଭଳି ଘଟଣା ଅନେକ ସ୍ଥାନରୁ ଆସୁଛି। … Continue reading ଏସି ଚଳାଇବାରେ ୯୦ ପ୍ରତିଶତ ଲୋକ କରୁଛନ୍ତି ଏହି ଭୁଲ୍
Copy and paste this URL into your WordPress site to embed
Copy and paste this code into your site to embed