କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତ ସବୁଠାରୁ ବଡ ବଜାର – ମାର୍କ ଜୁକରବର୍ଗ

ଡେସ୍କ: ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ବ୍ୟବହାର ପାଇଁ ଭାରତ ଏବେ ସେମାନଙ୍କର ସବୁଠାରୁ ବଡ଼ ବଜାର। ଜୁକରବର୍ଗ କହିଛନ୍ତି ଯେ ଦ୍ୱିତୀୟ ତ୍ରୈମାସିକର ଆୟ କଲ୍ରେ ସେମାନେ ହ୍ଵାଟ୍ସଆପରେ ଆଶାଜନକ ସଫଳତା ଦେଖୁଛନ୍ତି ଏବଂ ମେଟା ଏଆଇ ବ୍ୟବହାର ପାଇଁ ଭାରତ ସେମାନଙ୍କର ସର୍ବବୃହତ ବଜାରରେ ପରିଣତ ହୋଇଛି। ମେଟା ଏଆଇ ବର୍ତ୍ତମାନ ହିନ୍ଦୀ, ଫ୍ରେଞ୍ଚ ଏବଂ ଜର୍ମାନ ସମେତ ଅନ୍ୟ ୭ଟି ଭାଷାରେ … Continue reading କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତ ସବୁଠାରୁ ବଡ ବଜାର – ମାର୍କ ଜୁକରବର୍ଗ