୧୮ହଜାରର ସାମସଙ୍ଗ ସ୍ମାର୍ଟ ଫୋନ୍‌‌ ଏବେ ୧୨ହଜାରରେ: ପ୍ରବଳ ମାତ୍ରାରେ ହେଉଛି ବିକ୍ରି

ଆପଣ ଯଦି ଏକ ଭଲ ଏବଂ ସ୍ମାର୍ଟ ଫୋନ୍‌‌ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆମାଜନ୍‌‌ରେ ଏକ ସୁପର ଅଫର ରହିଛି। ଏଠାରେ ଆମେ ସାମସଙ୍ଗ ଗାଲାକ୍ସି M14 5G ଫୋନ୍‌‌ ବିଷୟରେ କହୁଛୁ। ଅଫର ବ୍ୟାନରରୁ ସ୍ପଷ୍ଟ ଜଣାପଡୁଛି ଯେ ଗ୍ରାହକମାନଙ୍କ ପାଇଁ କମ୍ପାନୀ ୧୭,୯୯୦ଟଙ୍କାର ଫୋନକୁ ୧୨,୪୯୦ ଟଙ୍କାରେ ବିକ୍ରି କରୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏକ୍ସଚେଞ୍ଜ ଅଫର ଅନୁଯାୟୀ ଗ୍ରାହକମାନେ ଏହି ଫୋନକୁ ୧୧,୮୦୦ ଟଙ୍କା ରିହାତିରେ କିଣି ପାରିବେ। … Continue reading ୧୮ହଜାରର ସାମସଙ୍ଗ ସ୍ମାର୍ଟ ଫୋନ୍‌‌ ଏବେ ୧୨ହଜାରରେ: ପ୍ରବଳ ମାତ୍ରାରେ ହେଉଛି ବିକ୍ରି