ଭାରତରେ ଆତ୍ମହତ୍ୟା ଘଟଣା ବିଶ୍ବରେ ସର୍ବାଧିକ

ନୂଆଦିଲ୍ଲୀ : ବିଶ୍ବର ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତରେ ଆତ୍ମହତ୍ୟା ଘଟଣା ସବୁଠାରୁ ଅଧିକ ବୋଲି ଜଣାପଡିଛି। ଏନ୍‌ସିଆରବି (ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ) ରିପୋର୍ଟ ମୁତାବକ ୨୦୨୨ରେ ଭାରତରେ ୧.୭୧ ଲକ୍ଷ ଲୋକ ଆତ୍ମହତ୍ୟା କରିଛନ୍ତି। ଅର୍ଥାତ୍‌ ପ୍ରତି ୧ ଲକ୍ଷ ଲୋକରେ ୧୨.୪ ଜଣ ଆତ୍ମହତ୍ୟା କରୁଛନ୍ତି। ବିଗତ ବର୍ଷ ତୁଳନାରେ ଏହି ହାର ବୃଦ୍ଧି ପାଉଥିବା ରିପୋର୍ଟରେ ଦର୍ଶାଯାଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ ମାନସିକ ଅବସାଦ ଯୋଗୁଁ ଭାରତରେ ଅଧିକ ଲୋକ … Continue reading ଭାରତରେ ଆତ୍ମହତ୍ୟା ଘଟଣା ବିଶ୍ବରେ ସର୍ବାଧିକ