www.samajalive.in
Sunday, December 7, 2025
14.1 C
Bhubaneswar

ଆପ୍‌ ଏବେ ଜାତୀୟ ଦଳ, ଟିଏମ୍‌ସି ଏନ୍‌ସିପି ଏବଂ ସିପିଆଇ ହରାଇଲେ ଏହି ମାନ୍ୟତା

ନୂଆଦିଲ୍ଲୀ – ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱରେ ଚାଲିଥିବା ଆମ୍‌ଆଦମୀ ପାର୍ଟି ବା ଆପ୍‌କୁ ଏବେ ଜାତୀୟ ଦଳର ମାନ୍ୟତା ମିଳିଛି । ଏବେ ଦିଲ୍ଲୀ ସହ ପଞ୍ଜାବରେ ଆପ୍‌ ସରକାର ରହିଛି ।

ଶରଦ ପାଓ୍ୱାରଙ୍କ ନ୍ୟାସନାଲ୍‌ କଂଗ୍ରେସ ପାର୍ଟି ବା ଏନ୍‌ସିପି ଜାତୀୟ ଦଳର ମାନ୍ୟତା ହରାଇଛି । ଏହାର ସହ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବା ଟିଏମ୍‌ସି ଏବଂ ସିପିଆଇ ମଧ୍ୟ ଜାତୀୟ ଦଳର ମାନ୍ୟତା ହରାଇଛନ୍ତି ।

- Advertisement -

ଟିଏମ୍‌ସି, ଏନ୍‌ସିପି ଏବଂ ସିପିଆଇ ଏବେ ଆଞ୍ଚଳିକ ଦଳର ମାନ୍ୟତା ପାଇଛନ୍ତି । ଆପ୍‌କୁ ଜାତୀୟ ଦଳର ମାନ୍ୟତା ମିଳିଲେ ଏହା କର୍ଣ୍ଣାଟକ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଏହାର ନେତା ସଂଜୟ ସିଂ କହିଛନ୍ତି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories