www.samajalive.in
Sunday, December 7, 2025
14.1 C
Bhubaneswar

ଜୁନ୍ ୨୦ରେ ପରଦାକୁ ଆସିବ ଅମିର ଖାନଙ୍କ ‘ସୀତାରେ ଜମିନ୍ ପର’, ରିଲିଜ ହେଲା ପ୍ରଥମ ପୋଷ୍ଟର 

ନୂଆଦିଲ୍ଲୀ: ଜୁନ୍ ୨୦ରେ ପରଦାକୁ ଆସିବ ବଲିଉଡ ସୁପରଷ୍ଟାର ଅମିର ଖାନଙ୍କ ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ “ସୀତାରେ ଜମିନ୍ ପର”। ସୋମବାର ଏହି ଫିଲ୍ମ “ସୀତାରେ ଜମିନ୍ ପର”ର ପ୍ରଥମ ପୋଷ୍ଟର ଉନ୍ମୋଚିତ ହୋଇଛି। “ସୀତାରେ ଜମିନ୍ ପର”ରେ ୧୦ ଜଣ ନବାଗତ ଅଭିନେତା ଅଭିନୟ କରିଥିବା ସୂଚନା ଦିଆଯାଇଛି।

୨୦୦୭ ମସିହାର ସୁପରହିଟ୍ “ତାରେ ଜମିନ୍ ପର”ର ଏକ ଆଧ୍ୟାତ୍ମିକ ସିକ୍ୱେଲ୍ ଭାବରେ ବିଲ୍ ହୋଇଥିବା ଏହି ଫିଲ୍ମଟି ଜୁନ୍ ୨୦ରେ ପରଦାକୁ ଆସିବ। ଏହା “ଶୁଭ ମଙ୍ଗଲ ସାବଧାନ” ଫେମ୍ ଆର ଏସ୍ ପ୍ରସନ୍ନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଅମିର ଖାନ ପ୍ରଡକ୍ସନ ଦ୍ୱାରା ସମର୍ଥିତ। ପୋଷ୍ଟରରେ ଫିଲ୍ମର ଟ୍ୟାଗଲାଇନ୍ ଲେଖାଯାଇଛି “ସବକା ଅପନା ଅପନା ନର୍ମାଲ”। ବଲିଉଡ ସୁପରଷ୍ଟାର ଆମିର ଖାନଙ୍କ ପ୍ରଡକ୍ସନ ବ୍ୟାନର ସୋମବାର ଏହାର ଆଗାମୀ ଫିଲ୍ମ “ସୀତାରେ ଜମିନ୍ ପର”ର ପ୍ରଥମ ପୋଷ୍ଟର ଉନ୍ମୋଚନ କରାଯାଇଛି, ଯାହା ୧୦ ଜଣ ନବାଗତ ଅଭିନେତାଙ୍କୁ ଲଞ୍ଚ କରିବାକୁ ଯାଉଛି ବୋଲି ଏହି ଅବସରରେ ସୂଚନା ଦିଆଯାଇଛି।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories