ଭିଜିଲାନ୍ସ ଜାଲରେ ଫସିଲେ ସମବାୟ ସମିତି ସମ୍ପାଦକ

ଆଳି : ଭିଜିଲାନ୍ସ ଜାଲରେ ବୁଧବାର ଫସିଛନ୍ତି ଆଳି ବ୍ଲକ୍‌ ମହୁ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଧୀରେନ୍ଦ୍ର ମହାନ୍ତି । ମହୁ ସମବାୟ ସମିତିରୁ ଖରିଫ୍‌ ଋଣ କରାଇଦେବା ପାଇଁ ଜଣେ ଚାଷୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ମାଡି ବସିଥିଲା । ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ଧୀରେନ୍ଦ୍ରଙ୍କ ସାହୁପଡାସ୍ଥିତ ବାସଭବନରେ ଚଢାଉ ଜାରି … Continue reading ଭିଜିଲାନ୍ସ ଜାଲରେ ଫସିଲେ ସମବାୟ ସମିତି ସମ୍ପାଦକ