ମାଗଣା ଆଧାର ଅପଡେଟ୍ ସମୟସୀମା ବଢିଲା, ପୁଣି ୩ ମାସ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଧାର ତଥ୍ୟକୁ ମାଗଣାରେ ଅପଡେଟ୍ କରାଇବାର ଶେଷ ତାରିଖକୁ ୧୪ ଜୁନ୍ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏହା ପୂର୍ବରୁ ଏହି ସମୟ ସୀମା ୧୪ ମାର୍ଚ୍ଚ ଥିଲା । ଏବେ ୟୁଆଇଡିଏଆଇ ଦ୍ବାରା ୧୪ ଜୁନ୍ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ପୂର୍ବରୁ ୟୁଆଇଡିଏଆଇ କହିଥିଲା କି ନାଗରିକଙ୍କ ତରଫରୁ ସକାରାତ୍ମକ ଜବାବ ମିଳିବା ପରେ ଆଧାରରେ ଏହି ସୁବିଧାକୁ ୩ ମାସ ପାଇଁ ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି … Continue reading ମାଗଣା ଆଧାର ଅପଡେଟ୍ ସମୟସୀମା ବଢିଲା, ପୁଣି ୩ ମାସ
Copy and paste this URL into your WordPress site to embed
Copy and paste this code into your site to embed