କଠିନ ଗୁରୁ କିନ୍ତୁ ଭଲ କାମର ସମର୍ଥକ ହେଉଛନ୍ତି ନବୀନ – ୫ଟି ଅଧ୍ୟକ୍ଷ

ଡେସ୍କ: ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାରରେ ଓଡିଶା ୫ଟି ଅଧ୍ୟକୟ ଭିକେ ପାଣ୍ଡିଆନ୍ କହନ୍ତି ଯେ ମୁଖ୍ୟମନ୍ତ୍ରୀ ଜଣେ କଠିନ ଗୁରୁ ହୋଇଥିଲେ ମଧ୍ୟ ସ୍ୱଚ୍ଛ ଢଙ୍ଗରେ କରାଯାଇଥିବା ଭଲ କାମକୁ ସମର୍ଥନ କରନ୍ତି। ସେ ଭଲ କାମ, ସ୍ୱଚ୍ଛ କାମକୁ ସମର୍ଥନ କରନ୍ତି। ସେ ୨୦୦୩-୦୪ ମସିହାରେ କଳାହାଣ୍ଡିର ଧର୍ମଗଡ଼ରେ ଘଟିଥିବା ଘଟଣା ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, ସର୍ବନିମ୍ନ ସହାୟକ ମୂଲ୍ୟ ସୁନିଶ୍ଚିତ କରିବାରେ ଦୁର୍ନୀତି କରୁଥିବା ରାଇସ୍ ମିଲରଙ୍କ ବିରୋଧରେ ଶ୍ରୀ … Continue reading କଠିନ ଗୁରୁ କିନ୍ତୁ ଭଲ କାମର ସମର୍ଥକ ହେଉଛନ୍ତି ନବୀନ – ୫ଟି ଅଧ୍ୟକ୍ଷ