ଭଡା ଘରୁ ମିଳିଲା କନିଷ୍ଠ କିରାଣିଙ୍କ ମୃତଦେହ

ସମ୍ବଲପୁର: ଭଡାଘରୁ ନାକଟିଦେଉଳ ତହସିଲ୍ କିରାଣିଙ୍କ ମୃତଦେହ ଉଦ୍ଧାର । ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଲୁକାପାଲି ସ୍ଥିତ ଏକ ଘରୁ ଜଣେ କନିଷ୍ଠ କିରାଣିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ କ୍ଷୀରୋଦ ବଳ ବୋଲି ଜଣାପଡିଛି। ସେ ନାକଟିଦେଉଳ ଅଫିସରେ କାମ କରୁଥିଲେ। କ୍ଷୀରୋଦଙ୍କ ପରିବାର ଲୋକ ପରିବାର ଲୋକ ସମ୍ବଲପୁରରେ ରହୁଥିବାବେଳେ କ୍ଷୀରୋଦ ଲୁକାପାଲିରେ ଏକ ଘର ଭଡା ନେଇ ରହୁଥିଲେ। ଆଜି ସକାଳୁ ଭଡା ଘରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। … Continue reading ଭଡା ଘରୁ ମିଳିଲା କନିଷ୍ଠ କିରାଣିଙ୍କ ମୃତଦେହ