ବଡ଼ ଖବର :
# ଆଜିଠାରୁ ଫ୍ରାନ୍ସ, ସଂଯୁକ୍ତ ଆରବ ଏମିରେଟ୍ ଓ ବାହାରିନ୍ ଆଦି ତ୍ରି ରାଷ୍ଟ୍ରୀୟ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# ସିବିଆଇ ଦ୍ୱାରା ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍ଙ୍କୁ ଆଜି ସିବିଆଇ କୋର୍ଟରେ ହଜର କରଯିବ
# ରାଜ୍ୟରେ ମୌସୁମି ସକ୍ରିୟ, ୪ ଦିନ ବର୍ଷା ସମ୍ଭାବନା
# କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ୨୦ନମ୍ବର ଜାତୀୟ ରାଜପଥ ବାଲିଯୋଡି ନିକଟରେ ଟ୍ରକ ଧକ୍କାରେ ୨ଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ହାତୀ ଗୁରୁତର ଭାବେ ଆହତ ହୋଇଛି
# ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ମାଲକାନାଗିରି ରୁ କାଲିମେଳା, ମୋଟୁ-ପଡିଆ ମଧ୍ୟରେ ଯୋଗାଯୋଗ ବିଛିନ୍ନ
ଆଞ୍ଚଳିକ:

# ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି, ତେବେ ସୌଭାଗ୍ୟବଶତଃ ଏଥିରେ କୌଣସି ଜୀବନହାନି ହୋଇନଥିବା ଜଣାପଡ଼ିଛି।
ଜାତୀୟ:
# ଆଜିଠାରୁ ଫ୍ରାନ୍ସ, ସଂଯୁକ୍ତ ଆରବ ଏମିରେଟ୍ ଓ ବାହାରିନ୍ ଆଦି ତ୍ରି ରାଷ୍ଟ୍ରୀୟ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# ସିବିଆଇ ଦ୍ୱାରା ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କୁ ଆଜି ସିବିଆଇ କୋର୍ଟରେ ହଜର କରଯିବ
# କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା ନୂଆ କ୍ୟାବିନେଟ୍ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ। ୧୯୮୨ ବ୍ୟାଚ୍ର ଝାଡ଼ଖଣ୍ଡ କ୍ୟାଡରର ଆଇ.ଏ.ଏସ୍. ଅଧିକାରୀ ଶ୍ରୀ ଗୌବା ପି.କେ. ସିହ୍ନାଙ୍କ ସ୍ଥାନରେ ଏହି ପଦବୀରେ ଅଧିଷ୍ଠିତ ହେବେ।
# ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଆଜିଠାରୁ, ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ଖେଳ
ଆନ୍ତର୍ଜାତୀୟ:
# କାଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପକ୍ଷିୟ ପ୍ରସଙ୍ଗ ଏବଂ ଉଭୟ ଦେଶ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ତ ମତପାର୍ଥକ୍ୟ ଦୂର କରିବା ଉଚିତ୍ ବୋଲି ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜିନ୍-ୟେଭେସ୍ ଲି ଡ୍ରିୟାନ୍ ଏକ ବିବୃତ୍ତିରେ କହିଛନ୍ତି