ନୟାଗଡ : ଦୋଳି ଖେଳିବା ସମୟରେ ଅଘଟଣ ଘଟି ଜଣେ ୧୧ ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଟାଉନ ଥାନା ଅନ୍ତର୍ଗତ ହାଟପଦା ଗାଁ ନିକଟରେ ଥିବା ବସ୍ତିରେ ଏହି ଦୁଃଖଦ ଘଟଣା ଘଟିଛି । ଶୁକ୍ରବାର ନାବାଳିକା ଜଣଙ୍କ ଦୋଳି ଖେଳୁଥିବା ବେଳେ ବେକର ଦୌଡି ଗୁଡାଇ ହୋଇ ଯାଇଥିଲା । ଫଳରେ ଅଣନିଃଶ୍ବାସୀ ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
Popular Categories



