www.samajalive.in
Wednesday, December 10, 2025
17.1 C
Bhubaneswar

ପିତା ପରମାତ୍ମାଙ୍କର ଅନ୍ୟ ରୂପ

ପିତାଙ୍କୁ ସମ୍ମାନ କରୁଥିବା ପ୍ରତ୍ୟେକ ବ୍ୟକ୍ତି ସମାଜରେ ମଧ୍ୟ ସମ୍ମାନ ପାଇଥାଆନ୍ତି।  ସନ୍ତାନଙ୍କ ଲାଳନ ପାଳନ ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ କାମ କରନ୍ତି । ମାଆ ତ୍ୟାଗର ପ୍ରତୀକ ହୋଇଥିବା ବେଳେ ପିତା ଉତ୍ସଗର ପ୍ରତୀକ । ପରିବାରର ଭରଣ ପୋଷଣ ସହ  ସନ୍ତାନଙ୍କ ଲାଳନ ପାଳନ , ଭବିଷ୍ୟତ ଗଠନ ପିତାଙ୍କ କାନ୍ଧରେ ନ୍ୟସ୍ତ ଥାଏ ।

କ୍ଲାନ୍ତ ଶରୀର ଓ ମନରେ ବି ପରିବାର ଉଜ୍ୱଳ ଭବିଷ୍ୟତ ଓ ଭରଣ ପୋଷଣ ପାଇଁ ପିତା କାମ କରିଚାଲନ୍ତି ।

- Advertisement -

ଆଜିର ଦୁନିଆରେ ସନ୍ତାନ ଉଚ୍ଚ ପଦ ପଦବୀ ଓ ବିଦେଶରେ ଚାକିରି ପାଇଁ ବାହାରେ ରହୁଥିବା ବେଳେ ପିତାମାତା ଏକାକୀ ଜୀବନ ବିତାଉଛନ୍ତି। ଯୌଥ ପରିବାର ଏବେ ଏକକ ପରିବାରରେ ପରିଣତ ହୋଇଛି । ଏଥିପାଇଁ ପିତା ଓ ମାତା ଉଭୟଙ୍କର ଦାୟୀତ୍ୱ ବୃଦ୍ଧି ପାଇଛି । ମାତ୍ର ସନ୍ତାନଙ୍କ ଠାରୁ ପାଇବାର ଆଶା ନକରି ଏମାନେ ସେମାନଙ୍କୁ ପାଇଁ ଅନେକ କିଛି ଉତ୍ସଗ କରିଦେଇଛନ୍ତି । ଏଥିପାଇ ଦୁନିଆଁରେ ସେମାନ ସବୁଠାରୁ ବଡ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories