www.samajalive.in
Tuesday, December 9, 2025
26.1 C
Bhubaneswar

ସେନା ବାହିନୀକୁ ରାଜନୈତିକ ପ୍ରଚାରରେ ଜଡ଼ିତ ନ କରିବାକୁ ଇସିଙ୍କ ପରାମର୍ଶ

ନୂଆଦିଲ୍ଲୀ : ପ୍ରତିରକ୍ଷା ବାହିନୀକୁ କୌଣସି ପ୍ରକାର ରାଜନୈତିକ କାର୍ଯ୍ୟ ତଥା ପ୍ରଚାରରେ ଜଡ଼ିତ ନ କରିବାକୁ ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କୁ ପୁଣି ସତର୍କ କରାଇଛନ୍ତି । କମିଶନ ସବୁ ରାଜନୈତିକ ଦଳଗୁଡ଼ିକର ସଭାପତିମାନଙ୍କୁ ପରାମର୍ଶ ଜାରିକରି ଲୋକସଭା ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଉଲଂଘନ ପ୍ରତି ସତର୍କ ରହିବାକୁ କହିଛନ୍ତି ।
ଭୋଟରମାନଙ୍କୁ ଜାତି କିମ୍ବା ସାଂପ୍ରଦାୟିକ ଭାବନା ଭିତ୍ତିରେ ଭୋଟ୍‍ ନ ମାଗିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ପାରସ୍ପରିକ ସୌହାର୍ଦ୍ଦ୍ୟ ନଷ୍ଟହେବା ଓ ଘୃଣାଭାବ ସୃଷ୍ଟିହେବା ଭଳି କୌଣସି କାର୍ଯ୍ୟକଳାପରୁ ନିବୃତ୍ତ ରହିବା ପାଇଁ କମିଶନ ପରାମର୍ଶ ଦେଇଛନ୍ତି ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories