www.samajalive.in
Sunday, December 7, 2025
23.1 C
Bhubaneswar

ଆଇପିଏଲ କ୍ରିକେଟ : ହାଇଦରାବାଦ ଓ ବାଙ୍ଗାଲେର ଏବଂ ଚେନ୍ନଇ ଓ ରାଜସ୍ଥାନ ମଧ୍ୟରେ ମୁକାବିଲା

ହାଇଦରାବାଦ/ଚେନ୍ନଇ : ଆଇପିଏଲ କ୍ରିକେଟ-୨୦୧୯ରେ ରବିବାର ୨ଟି ମ୍ୟାଚ ଅନୁଷ୍ଠିତ ହେଉଛି । ହାଇଦରାବାଦ ଠାରେ ୧୧ତମ ମ୍ୟାଚରେ ସନ୍ ରାଇଜର୍ସ ହାଇଦରାବାଦ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି। ବାଙ୍ଗାଲୋର ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି। ବ୍ୟାଟିଂ ଆରମ୍ଭ କରି ହାଇଦରାବାଦ ଭଲ ସ୍କୋର କରିବାର ଆଶା ରଖିଛି।

ଅନ୍ୟପକ୍ଷରେ ଚେନ୍ନଇଠାରେ ରାତି ୮ଟାରେ ଚେନ୍ନଇ ସୁପର କିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ।

- Advertisement -

ଶନିବାର ଆଇପିଏଲରେ ଖେଳାଯାଇଥିବା ୧୦ନଂ ମ୍ୟାଚଟି ସୁପର୍‍ ଓଭରରେ ଶେଷ ହୋଇଛି। ଚଳିତ ଆଇପିଏଲରେ ଏହା ଥିଲା ପ୍ରଥମ ସୁପର୍‍ ଓଭର ମ୍ୟାଚ । ଏଥିରେ ଦିଲ୍ଲୀ କ୍ୟାପିଟାଲ, କୋଲକାତା ନାଇଟ୍‍ ରାଇଡର୍ସକୁ ୩ ରନରେ ପରାସ୍ତ କରିଛି। ଦିଲ୍ଲୀ ଦଳ ପ୍ରଥମ ସୁପର୍‍ ଓଭର୍‍ ଖେଳି ମାତ୍ର ୧୦ ରନ୍‍ କରିଥିଲା। ବିଜୟ ପାଇଁ ୧୧ ରନ୍‍ର ଲକ୍ଷ୍ୟ ଥିବାବେଳେ କୋଲ୍‍କାତା ନାଇଟି ରାଇଡର୍ସ ଦିଲ୍ଲୀ ଦଳର ବୋଲର କେସିଗୋ ରାବଡ଼ାଙ୍କ ଶାଣିତ ବୋଲିଂର ଉଚିତ ମୁକାବିଲା କରି ନପାରି ମାତ୍ର ୭ ରନ୍‍ କରିପାରିଥିଲା।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories