www.samajalive.in
Tuesday, December 9, 2025
16.1 C
Bhubaneswar

ବଜାରକୁ ଆସିଲା ବିଏମଡବ୍ଲ୍ୟୁର ୫୩୦-ଆଇ.ଏମ ସ୍ପୋର୍ଟ କାର

ନୂଆଦିଲ୍ଲୀ : ବିଏମଡବ୍ଲ୍ୟୁ କାର ଗ୍ରାହକ ମାନଙ୍କ ପାଇଁ ଖୁସି ଖବର। ବିଏମଡବ୍ଲ୍ୟୁ ନିଜର ୫-ସିରିଜର ନୂଆ ୱାରିଏଣ୍ଟ ୫୩୦ଆଇ.ଏମ. ସ୍ପୋର୍ଟ ଭାରତରେ ଲଞ୍ଚ କରାଯାଇଛି। ଏହାର ମୂଲ୍ୟ ୫୯.୨୦ ଲକ୍ଷ ଟଙ୍କା ରହିଛି। ୫-ସିରିଜ ରେଞ୍ଜରେ ୫୩୦ଡି ଏମ ସ୍ପୋର୍ଟ ପରେ ଏହି ମଡେଲ ଦ୍ୱିତୀୟ ଏମ. ସ୍ପୋର୍ଟ କାର ପ୍ରସ୍ତୁତ କରିଛି। ସୂଚନା ଅନୁସାରେ ୫୩୦ ଆଇ.ଏମ ସ୍ପୋର୍ଷ୍ଟରେ ୨.୦ ଲିଟର ପେଟ୍ରୋଲ ଇଞ୍ଜିନ ରହିଛି।
ଏହି କାରରେ ଅପଡେଟ ଏଲିଡି ହେଡଲ୍ୟାମ୍ପ, ୧୨.୩ ଇଞ୍ଚ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଗ୍ଲାସ ରୁଫ, ଏମବିଏଣ୍ଟ ଲାଇଟିଂ, ଫ୍ରଣ୍ଟ ଓ ରିଅର ପାର୍କିଂ ସେନସର, ଆଣ୍ଟି-ଡେଜଲ ମିରର, ହ୍ୟାଣ୍ଡସ୍‍ କି ପାର୍କିଂ, ୩୬୦ଂ କ୍ୟାମେରା, ହାର୍ମନ କାର୍ଡନ ସାଉଣ୍ଡ ସିଷ୍ଟମ, ୱେୟାରଲେସ ମୋବାଇଲ ଚାର୍ଜିଂ ଆଦି ସୁବିଧା ରହିଛି। ଏଥିରେ ୧୦.୨୫ ଇଞ୍ଚ ଟଚସ୍କ୍ରିନ ସନଫୋମେଣ୍ଟ ସିଷ୍ଟମ, ରିମୋଟ ପାର୍କିଂ କରିବା ପାଇଁ ଡିସପ୍ଲେ ଫିଚର ରହିଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories