www.samajalive.in
Sunday, December 7, 2025
16.1 C
Bhubaneswar

ମହାକାଶ ଗବେଷଣା କ୍ଷେତ୍ରରେ ତଥ୍ୟ ଆଦାନ ପ୍ରଦାନ ପାଇଁ ଭାରତ-ଜାପାନ ଆଲୋଚନା

ନୂଆଦିଲ୍ଲୀ : ମହାକାଶ ଗବେଷଣା କ୍ଷେତ୍ରରେ ତଥ୍ୟର ଆଦାନ ପ୍ରଦାନ ପାଇଁ ଭାରତ-ଜାପାନ୍‍ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ଆଲୋଚନାରେ ଦୁଇ ଦେଶର ମହାକାଶ କ୍ଷେତ୍ରର ବୈଜ୍ଞାନିକ ଓ ସଂସ୍ଥାମାନେ ଅଂଶଗ୍ରହଣ କରିଥିଲେ। ମହାକାଶ କ୍ଷେତ୍ରରେ ତଥ୍ୟର ଆଦାନ ପ୍ରଦାନ ପାଇଁ ଏହା ସୁଯୋଗ ପ୍ରଦାନ କରିଛି। ଜାକ୍‍ସା-ଇସ୍ରୋ ମଧ୍ୟରେ ଦ୍ୱିପକ୍ଷୀୟ ସହଯୋଗ ବୃଦ୍ଧି ପାଇଁ ମଧ୍ୟ ଆଲୋଚନା ହୋଇଛି। ଉଭୟ ଦେଶର ମହାକାଶ ଉଦ୍ୟୋଗ, ଆନ୍ତର୍ଜାତିକ ଦିଗବାରେଣୀ ଉପଗ୍ରହ ବ୍ୟବସ୍ଥା, ମହାକାଶ ସମ୍ବନ୍ଧୀୟ ତଥ୍ୟ, ମହାକାଶ ସୁରକ୍ଷା ଓ ମହାକାଶ ସମ୍ବନ୍ଧୀୟ ଆଇନ କାନୁନ୍‍ ଉପରେ ମଧ୍ୟ ଆଲୋଚନା ହୋଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories